Masthead

ଆଜି ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦, ମ୍ୟାଚ୍ ବରାବର ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ ମ୍ୟାଚ । ଜୋହାନସବର୍ଗରେ ଖେଳାଯିବ ଏହି ମ୍ୟାଚ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ ରହିଛି । ସିରିଜ୍ ବଞ୍ଚାଇବାକୁ ହେଲେ, ଭାରତକୁ ଆଜି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ ।

ଦ୍ୱିତୀୟ ମ୍ୟାଚରେ ରିଙ୍କୁ ସିଂହ ଓ ଅଧିନାୟକ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୧୮୦/୭ କରିଥିଲେ ମଧ୍ୟ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଘରୋଇ ଦଳକୁ ଡିଲ୍‌ଏସ୍‌ରେ ୧୫ ଓଭରରେ ୧୫୨ରନ୍‌ ଲକ୍ଷ୍ୟ ଦିଆଯାଇଥିଲା। ତେବେ ଘରୋଇ ଦଳ ଏହାକୁ ୧୩.୫ ଓଭରରେ ହାସଲ କରିନେବାରୁ ଭାରତକୁ ଶେଷ ମ୍ୟାଚ୍‌ ଜିତିବା ଅପରିହାର୍ଯ୍ୟ ହୋଇଯାଇଛି। ବିଶେଷକରି ବୋଲରମାନେ ବ୍ୟୟବହୁଳ ହୋଇଥିବାରୁ ଭାରତକୁ ଏହି ମ୍ୟାଚ୍‌ ହାତଛଡ଼ା କରିବାକୁ ପଡ଼ିଥିଲା। ଆଜି ମ୍ୟାଚରେ ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ