Masthead

କରୋନାରେ ବି ବୁଲେଟ ବିକ୍ରିରେ ରେକର୍ଡ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଵାଇକ୍ ଵିକ୍ରି ସମସ୍ତଙ୍କୁ ଚକିତ କଲାପରି ଵୃଦ୍ଧି ପାଇଛି । ତାହା ପୁଣି ରୟାଲ ଏନଫିଲ୍ଡ ମୋଟର ସାଇକେଲ ନିର୍ମାତା କମ୍ପାନୀର ।  ୨୦୨୦ ସେପ୍ଟେମ୍ବରରେ କମ୍ପାନୀର ମାସିକ ବିକ୍ରି ୬୦ହଜାର ୟୁନିଟ୍ ପାର କରିଛି । ରୟାଲ୍ ଏନଫିଲ୍ଡ ଗତବର୍ଷ ସେପ୍ଟେମ୍ବର ମାସରେ ବିକ୍ରି କରିଥିବା ସଂଖ୍ୟା ୫୪୮୫୮କୁ ଅତିକ୍ରମ କରି ନୂଆ ରେକର୍ଡ କରିଛି । ଗତବର୍ଷ ତୁଳନାରେ କମ୍ପାନୀ ଅଧିକ ୨ ପ୍ରତିଶତ ଗାଡ଼ି ବିକ୍ରି କରିଛି ।

କମ୍ପାନୀ ୨୦୨୦ ମେ’ରେ ୨୦ ହଜାରରୁ କମ୍ ମୋଟରସାଇକେଲ ବିକ୍ରି କରିଥିବାବେଳେ ଅଗଷ୍ଟରେ ଵିକ୍ରି ୫୦ ହଜାର ଅତିକ୍ରମ କରିଥିଲା ​​। ସେହିପରି ସେପ୍ଟେମ୍ବର ମାସରେ କମ୍ପାନୀ ମୋଟ ୪୧୩୧ ମୋଟର ସାଇକେଲ ବିଦେଶକୁ ରପ୍ତାନୀ କରିଛି । ତେଵେ ଗତବର୍ଷ ସେପ୍ଟେମ୍ବର ତୁଳନାରେ ୧୧ ପ୍ରତିଶତ କମ ଅର୍ଥାତ ୪୬୪୨ ମୋଟର ସାଇକେଲ ରପ୍ତାନୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା