Masthead

ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ

(ବଡ଼ ଖବର ବ୍ୟୁରୋ): ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ୧୫୭ ରନ୍ରେ ଓଭାଲ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ୨୧୦ ରନରେ ଇଂଲଣ୍ଡ ଅଲଆଉଟ୍ ହୋଇଛି । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଭାରତ ଆଗୁଆ ରହିଛି । ଦୀର୍ଘ ୫୦ ବର୍ଷ ପରେ ଓଭାଲ ଟେଷ୍ଟରେ ଜିତିଛି ଭାରତ । ଓଭାଲରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଉମେଶ ଯାଦବ ସର୍ବାଧିକ ୩ ୱିକେଟ୍ ମିଳିଛି । ଏହାସହ ଓଭାଲରେ ଶାର୍ଦ୍ଦୁଳଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଛି ମିଳିଛି । ଶାର୍ଦ୍ଧୁଳ ଠାକୁର ୨ଟି ଅର୍ଦ୍ଧଶତକ ସହ ମ୍ୟାଚ୍ରେ ୩ ୱିକେଟ୍ ନେଇଛନ୍ତି । ଏହାସହ ଦଳର ଦ୍ରୁତ ବୋଲର ବୁମରା ଓ ଜାଡ଼େଜାଙ୍କୁ ମିଳିଛି ୨ଟି ଲେଖାଏଁ ୱିକେଟ୍ ।

ଅପରପକ୍ଷେ କପିଲ ଦେବଙ୍କ ପରେ ୧୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି ଯଶପ୍ରୀତ ବୁମରା । ଦୀର୍ଘ ୫୦ ବର୍ଷ ପରେ ଓଭାଲ ଟେଷ୍ଟ ଜିତି ଇତିଆସ ରଚିଛି ଟିମ୍ ଇଣ୍ଡିଆ । ଆସନ୍ତା ସେପ୍ଟେମ୍ବର ୧୦ରୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ