Masthead

ପାଣିଟପରେ ଜଗନ୍ନାଥ

ସୋର(ବଡ଼ ଖବର ବ୍ୟୁରୋ): ବାହାନଗା ବ୍ଲକ ଦାଣ୍ଡହରିପୁର ପଂଚାୟତ ଆରୁହା ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଆରୁହା ଗ୍ରାମରେ କୃଷ୍ଣଚନ୍ଦ୍ର ଧଳଙ୍କ ଘରେ ଆଜି ଏକ ପାଣି ଟପରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଥିଲା । ପରେ ଗ୍ରାମର ଲୋକେ ଏହା ଦେଖିବାକୁ ଭିଡ଼ ଲଗାଇ ଥିଲେ । ପରିବାର ପକ୍ଷରୁ କହିବା ମୁତାବକ ଏକ ପାଣି ଟପରେ ଜଗନ୍ନାଥଙ୍କ ପ୍ରତିଛବି ଦେଖା ଦେଇଥିଲା ।

 

ଏହାଏକ ଭ୍ରମ ବୋଲି ଭାବି ଟପରେ ଥିବା ପାଣିକୁ ଫିଙ୍ଗି ଦେଇ ଥିଲେ । ପରେ ପରିବାର ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ଅଚେତ ହୋଇ ତଳେ ପଡ଼ିଯାଇ ଥିଲେ । ପରେ ପରିବାର ଲୋକେ ସବୁକଥା ଜାଣିବା ପରେ ସେହି ଟପରେ ପାଣି ପୁରାଇ ଦେଇ ଥିଲେ। ପୁଣି ସେହି ଚିତ୍ର ସାମ୍ନାକୁ ଆସିଥିଲା । ସେଠାରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା