Before Header

ନାମାଙ୍କନ ଭରିଲେ ପ୍ରମିଳା

0 18

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ । ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପ୍ରମିଳା । ବିଧାନସଭା ସଚିବଙ୍କ ନିକଟରେ ଦାଖଲ କଲେ ନାମାଙ୍କନ ପତ୍ର । ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ପ୍ରମିଳା । ପ୍ରମିଳାଙ୍କ ପ୍ରସ୍ତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିବାବେଳେ ସମର୍ଥକ ହୋଇଛନ୍ତି ନିରଞ୍ଜନ ପୂଜାରୀ । ଆସନ୍ତାକାଲି ସକାଳ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ।

Leave A Reply

Your email address will not be published.