Masthead

ଖୁବଶୀଘ୍ର ଜେଲ ଯିବେ କେଜ୍ରିୱାଲ: ମନୋଜ ତିୱାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଜେଲ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଭଳି କହିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ । ସେ କହିଛନ୍ତି, କେଜ୍ରିୱାଲଙ୍କର ନିକଟତମ ଦୁଇଜଣ ଜେଲରେ ଅଛନ୍ତି। ସେ ମଧ୍ୟ ଖୁବ୍‌ଶୀଘ୍ର ଜେଲ୍‌ ଯିବେ। ଦେଶରେ ସାମ୍ପ୍ରତିକ ଗଣତନ୍ତ୍ରରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରହିଛି, ଏଭଳି ପରିସ୍ଥିତିରେ ଅପରାଧୀ ଦୀର୍ଘ ସମୟ ଧରି ଖସିଯିବା ସମ୍ଭବ ନୁହେଁ। ମନୋଜ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାଗେର୍ଟ କହିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ଅହଂକାର ରହିଛି। ଏହା ପୂର୍ବରୁ ମଧ୍ୟ ଅନେକ ନେତାଙ୍କ ସଦସ୍ୟତା ରଦ୍ଦ ହୋଇଛି। ୨୦୧୯ରେ ଯେତେବେଳେ କଂଗ୍ରେସ ସରକାର ମଧ୍ୟପ୍ରଦେଶରେ ଥିଲା, ସେତେବେଳେ ପ୍ରହ୍ଲାଦ ଲୋଧିଙ୍କୁ କୋର୍ଟ ଦୁଇ ବର୍ଷ ଦଣ୍ଡିତ କରିଥିଲେ। ଭାଜପା କାହାକୁ ଦାୟୀ କରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ