Before Header

ଗଣିତ, ଇଂରାଜୀରେ ଦୁର୍ବଳ ଛାତ୍ରଛାତ୍ରୀ

0 15

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ରାଜ୍ୟରେ ହାଇସ୍କୁଲ ପିଲାମାନେ ପାଠରେ ଦୁର୍ବଳ । ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ସେମାନେ ଭଲ କରିପାରୁ ନାହାନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ସରକାର ମାନିଛନ୍ତି ପାଠପଢାରେ ହାଇସ୍କୁଲ ଛାତ୍ରଛାତ୍ରୀ ଦୁର୍ବଳ । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଅଣ ତାରକା ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ହାଇସ୍କୁଲ ଛାତ୍ରଛାତ୍ରୀ ଦୁର୍ବଳ। ପିଲାଙ୍କ ମେଧା ଶକ୍ତି ବଢ଼ାଇବା ପାଇଁ ରିମେଡିଆଲ କ୍ଲାସ, ୟୁନିଟ୍ ଟେଷ୍ଟ, ମନିଟରିଂ ଓ ଲେସନ ରିଭୁ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.