Masthead

ନିର୍ବାଚନୀ ପରବର୍ତ୍ତୀ ହିଂସା, ଚାଲିଗଲା ବୃଦ୍ଧାଙ୍କ ଜୀବନ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପାଟକୁରା ନିର୍ବାଚନମଣ୍ଡଳିର କୁଦାନଗରୀ ଥାନା ଜମପଡା ପଂଚାୟତର ଗୌଡ଼ଗାଁରେ ନିର୍ବାଚନୀ ହିଂସାରେ ବୃଦ୍ଧ ମୃତ । ଥାନାରେ ଏତଲା ଦେଲେ ପରିବାର ଲୋକ । ଗତକାଲି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଗାଡି ଚଢାଇ ହତ୍ୟା କଲେ ବିଜେଡି କର୍ମୀ । ଆଜି ପରିବାର ପକ୍ଷରୁ ଥାନାରେ ଏତେଲା ଦିଆଯାଇଛି । ବୃଦ୍ଧ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳିର କୁଦାନଗରୀ ଥାନା ଅନ୍ତର୍ଗତ ଜମପଡା ପଂଚାୟତର ଗୌଡ଼ଗାଁର ପୁରୁଷୋତ୍ତମ ସ୍ୱାଇଁ ।

ପୁରୁଷୋତ୍ତମଙ୍କ ପୁଅ କୁଞ୍ଜବନ ସ୍ୱାଇଁ ବିଜେପି ପଞ୍ଚାୟତ ସଭାପତି ହୋଇଥିବାରୁ ପୂର୍ବରୁ ଅନେକ ଥର ବିଜେଡିର ଆକ୍ରୋଶର ଶିକାର ହୋଇଥିଲେ । ବୁଥ ନିକଟରେ ବିଜେଡି କର୍ମୀମାନେ କୁଞ୍ଜବନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ପୁରୁଷୋତ୍ତମ ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ବିଜେଡି କର୍ମୀ ଅମର ପରିଡା ସ୍ପିଡ଼ରେ ମଟରସାଇକେଲରେ ଆସି ପୁରୁଷୋତ୍ତମଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲା । ଚିକିସôାଧିନ ଅବସ୍ଥାରେ ପୁରୁଷୋତ୍ତମଙ୍କ ମୃତୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା