Masthead

ବିପୁଳ ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡା(ମାଲକାନଗିରି): ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ବିୁଳ ମାଓ ସାମଗ୍ରୀ ଜବତ ହୋଇଛି । ଗୋରା ସେତୁ ନିକଟବର୍ତ୍ତି ବେଜିଙ୍ଗ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲୁଥିବା ଗୁଇନ୍ଦା ସୂଚନା ।ଇଥିଲା ବିଏସଏଫ । କ୍ୟାମ୍ପରେ ଚଢଉ କରିଥିଲେ ଯବାନ । ଯବାନଙ୍କ ଚଢଉ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । କଡ଼ା ଯବାବ ଦେଇଥିଲେ ବିଏସଏଫ ଯବାନ । ୨ଘଣ୍ଟା ଧରି ଉଭୟ ପକ୍ଷରୁ ଚାଲିଥିଲା ଗୁଳି ଚାଳନା । ଯବାନଙ୍କ ମୁକାବିଲା କରିାରିନଥିଲେ ମାଓବାଦୀ । ଘଞ୍ଚ ଜଙ୍ଗଲରେ ଦେଇଥିଲେ ଛତ୍ରଭଙ୍ଗ । ମାଓ କ୍ୟାମ୍ପରେ ଚଢଉ କରି ୋଷାକ, କିଟ ବ୍ୟାଗ, ମେଡିସିନ, କମ୍ପ୍ୟୁଟର ପ୍ରଭୃତି ବିୁଳ ମାଓ ସାମଗ୍ରୀ ଯବାନମାନେ ଜବତ କରିଛନ୍ତି ।

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ସ୍ଥାପନ ହୋଇଥିବା ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ ସହ ଲାଲଗଡ଼ର ମଓସ୍ଥିତିର ସମୀକ୍ଷା କରିବା ପାଇଂ ପୋଲିସ ଡିଜି ଶ୍ରୀ ଅଭୟ ଆସିଥିଲେ । ଡିଜିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଥିଲା । ତେବେ କିଛିଦିନ ହେବ ମାଲକାନଗିରିରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ