Masthead

ଚୀନରେ ପ୍ରଥମ ମଣିଷ ଦେହରେ ଚିହ୍ନଟ ହେଲା ବାର୍ଡ଼ଫ୍ଲୁ

(ବଡ଼ ଖବର ବ୍ୟୁରୋ): କରୋନା ସମୟରେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି । ଚୀନରେ ଜଣେ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି ପକ୍ଷୀମାନଙ୍କଠାରେ ଦେଖାଦେଉଥିବା ଭାଇରସ । ଚୀନ୍ରେ ପ୍ରଥମ ଥର ମଣିଷ ଦେହରେ ବାର୍ଡ ଫ୍ଲୁ । ୪୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ H10N3 ଷ୍ଟ୍ରେନ । ଚୀନ୍ ଜାତୀୟ ହେଲଥ କମିଶନ ଏନେଇ ସ୍ପଷ୍ଟ କରିଛି । ବ୍ୟକ୍ତି ଜଣକ ଝୋନଜିଙ୍ଗ ଅଞ୍ଚଳର ।

ଏପ୍ରିଲ ୨୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜ୍ୱର ଓ ଅନ୍ୟ ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନାରେ ଭର୍ତ୍ତି । ମେ’ ୨୮ରେ H10N3 ଷ୍ଟ୍ରେନ୍ ଥିବା ଜଣାପଡିଥିଲା । ଭାଇରସ୍ ସଂକ୍ରମଣର କାରଣ ଅସ୍ପଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ