Masthead

ଶକ୍ତି ପ୍ରଦର୍ଶନ ସହ ଅନୁଷ୍ଠିତ ହେଲା ବିଶାଳ କର୍ମୀ ସମ୍ମିଳନୀ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ବଣାଇ ବିଧାନସଭା ନିର୍ବାଚନମଣ୍ଡଳିର ବିଶେଷ କରି କୋଇଡା ବ୍ଲକ୍ ଦୀର୍ଘ ବର୍ଷ ଧରି କଂଗ୍ରେସ ଓ ସିପିଆଇଏମର ଗଡ ଭାବେ ପରିଚିତ ଥିବା ବେଳେ କୋଇଡା ଷ୍ଟାଡିୟମ ପଡିଆ ଠାରେ ଇଣ୍ଡିଆ ମେଣ୍ଟ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ବିଶାଳ କର୍ମୀ ସମ୍ମିଳନୀ କରି ବଣାଇ ନିର୍ବାଚନୀ ମାହୋଲକୁ ସରଗରମ କରିଛି। ଉକ୍ତ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟର ସୁନ୍ଦରଗଡ଼ ଲୋକସଭା କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଓ ବଣାଇ ବିଧାନସଭା ଆସନ ପାଇଁ ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିପିଆଇଏମ୍ ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି ଉପସ୍ଥିତ ଥିଲେ ।

ପରିଶେଷରେ ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କ ଦୀର୍ଘ ବର୍ଷ ଧରି ଲୋକପ୍ରିୟତା ଓ ଭେଟେରାନ୍ କଂଗ୍ରେସ ନେତା ତଥା ସମାଜସେବୀ ଜନାର୍ଦ୍ଦନ ଦେହୁରୀଙ୍କ ମେଣ୍ଟ ସୁନ୍ଦରଗଡ଼ ଓ ବଣାଇ ବିଧାନସଭା ଆସନ ପାଇଁ ନିଶ୍ଚିତ ଫଳପ୍ରଦ ହୋଇ ବିଜୟୀ ହେବେ ବୋଲି ନେତୃତ୍ୱ ବୃନ୍ଦ ମତ ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା