Masthead

କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବେ ବାବା ନେହାଲ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ସ୍ଵାଧୀନ ପ୍ରାର୍ଥୀ ସାଂସଦ ଭାବେ ଲଢ଼ିବେ ବାବା ନେହାଲ ଖେତ୍ରି । ଚଳିତ ସାଧାରଣ ନିର୍ବାଚନ ୨୦୨୪ ଦିନକୁ ଦିନ ଯେତେ ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହୋଇ ଆସୁଛି । କଳାହାଣ୍ଡି ଲୋକସଭା ସଦସ୍ୟ ପ୍ରାର୍ଥୀ ଭାବେ ବିଜେପିରୁ ମାଳବିକା ଦେଓ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲମ୍ବୋଦର ନିଆଲ୍ ଏବଂ କଂଗ୍ରେସରୁ ଜଣେ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ପ୍ରାର୍ଥୀ ହୋଇ ପ୍ରଚାର ଆରମ୍ଭ କଲେଣି ।

ସେପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ କଳାହାଣ୍ଡି ସାଲେଭଟା ଗାଁରୁ ଜଣେ ବାବା ଯୋଗୀ ନେହାଲ୍ ଖେତ୍ରୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି । କରୋନା ସମୟରେ ପ୍ରବାସୀ ଓଡ଼ିଆମାନଙ୍କୁ ସାହଯ୍ୟର ହାତ ବଢାଇ ବେଶ୍ ଚର୍ଚ୍ଚାରେ ରହିଥିଲେ ବାବା ଯୋଗୀ ନେହାଲ୍ ଖେତ୍ରୀ । ତେବେ କଳାହାଣ୍ଡି ବର୍ତମାନ ବି ବିକାଶର ବହୁ ଦୂରରେ ରହିଛି ଲୋକେ ସୁଯୋଗ ଦେଲେ କଳାହାଣ୍ଡି ଲୋକଙ୍କ ବିକାଶ ପାଇଁ ସବୁବେଳେ ମୋର ସେବା ଜାରି ରହିବ ବୋଲି କହିଛନ୍ତି । ଏନେଇ ଭବାନୀ ପାଟନା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ