Masthead

ଦଲାଲ ସାଜିଛି ସ୍ୱାସ୍ଥ୍ୟ ବିଭାଗ

କୋଟପଡା( ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗରେ ଦଲାଲ କାମ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ବ୍ୟକ୍ତି ଘରୋଇ କଳହ ଯୋଗୁ ଶରୀରରେ କିଛି ଆଘାତ ଲାଗିଥିଲା । ଏହି ସମୟରେ ବ୍ୟକ୍ତି ଜଣକ କୋଟପଡ଼ା ଥାନାରେ ଏକ ମାମଲାରୁଜ କରିବାକୁ ପହଁଞ୍ଚିଥିଲେ । ଶରୀରରେ ଆଘାତ ଲାଗିଥିବାରୁ ଥାନା ଅଧିକାରୀ ପ୍ରଥମେ ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ମାଗିଥିଲେ । ବ୍ୟକ୍ତି ଜଣକ କୋଟପାଡ଼ ହସ୍ପିଟାଲର ଅଧିକାରୀ ସାରଥୀ ପ୍ରସାଦ ମୁନିଙ୍କୁ ଭେଟି ସ୍ୱାସ୍ଥ୍ୟ ପ୍ରମାଣ ପତ୍ର କରିବା ପାଇଁ କହିଥିଲେ । ସାରଥୀ ପ୍ରମାଣ ପତ୍ର ବନେଇବା ପାଇଁ ୧୫୦୦ଟଙ୍କା ମାଗିଥିଲେ । ବ୍ୟକ୍ତିଙ୍କ ପାଖରେ କିଛି ଟଙ୍କା ପଇସା ନଥିଲା । ପ୍ରଶ୍ନ କରିବାରୁ ଅଧିକାରୀ ଜଣକ ବ୍ୟକ୍ତିଙ୍କ କଥାରେ କର୍ଣ୍ଣପାତ କରିନଥିଲେ । ଟଙ୍କା ଦେଲେ ହି କାର୍ଯ୍ୟ ହେବବୋଲି ରୋକ ଠୋକ କହିଥିଲେ । ପରେ ବ୍ୟକ୍ତି ଜଣକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ