Masthead

ଚାଷୀ ବିଲ ପ୍ରତ୍ୟାହାର ପାଇଁ ବିକ୍ଷୋଭ

ପିପିଲି ଟୋଲ ପ୍ଲାଜାରେ ଚାଷୀ ବିଲ ପ୍ରତ୍ୟାହାର ପାଇଁ ବିକ୍ଷୋଭ ପ୍ରଦର୍ଶନ

ପିପିଲି (ବଡ଼ ଖବର ବ୍ୟୁରୋ): ଦେଶବ୍ୟାପୀ ଟୋଲ ପ୍ଲାଜାରେ ବିଭିନ୍ନ କୃଷକ ଓ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହାର ପ୍ରଭାବ ପିପିଲି ଟୋଲ ପ୍ଲାଜାରେ ଦେଖିବାକୁ ମିଳିଛି । ଦୀର୍ଘ ୧୭ ଦିନ ଧରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଅ।ସୁଥିବା ଏହି ସଙ୍ଗଠନ ପୁଣି ନିଜର ଜିଦରେ ଅଟଳ ରହି କୃଷି ବିଲକୁ ପ୍ରତ୍ୟାହାର କରିବା ଦାବୀ ରଖିଛି । ଅ।ଜି ପିପିଲି ଟୋଲ ପ୍ଲାଜାରେ ସମାଜବାଦ ପାର୍ଟି, ସିପିଅ।ଇ. ସପିଅ।ଇଏମ, ସିପିଅ।ଇଏମଏଲ, ନ୍ୟୁୟ ଡେମୋକ୍ରାଟିକ ଫରଓ୍ଵାର୍ଡ ବ୍ଲକ ଅ।ଦିର ନେତୃତ୍ତ୍ୱ ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ସରକାରୀ ଚାଷୀ ବିଲ ପ୍ରତ୍ୟାହାର କରନ୍ତୁ ବୋଲି ଦାବୀ ରଖିଛନ୍ତି । ସେପଟେ ଅ।ଗାମୀ ଦିନରେ ଏହି ପ୍ରତିବାଦକୁ ଅ।ହୁରି ତ୍ରୀବତର କରାଯିବା ସହିତ ଅ।ସନ୍ତା ୧୪ ତାରିଖରେ ସମସ୍ତ ଜିଲ୍ଲାପାଳ କାର୍ୟ୍ୟାଳୟ ଓ ବିଜେପି ନେତାଙ୍କ କାର୍ୟ୍ୟାଳୟ ଘେରାଉ କରି କୌଣସି କାର୍ୟ୍ୟ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ