Masthead

ଅପରାଧ ନିୟନ୍ତ୍ରଣ ପାଇଁ ଓକିଲଙ୍କ ଦାବି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଳାର ବିପର୍ଯ୍ୟସ୍ତ ଆଇନଶୃଖଳା ପରିସ୍ଥିତିର ପ୍ରତିକାର କରିଛି ଜିଲ୍ଲାର ଓକିଲ ସଂଘ । ଗତ କିଛି ଦିନ ହେବ ସମଗ୍ର ଜିଲ୍ଲାରେ ହତ୍ୟା, ଚୋରି ସହ ବ୍ୟାପକ ନିଶା କାରବାର ଚାଲିଛି ବୋଲି ଅଭିଯୋଗ କରିଛି ସଂଘ । ପଶ୍ଚିମ ଓଡିଶାର ପ୍ରଶାସନିକ ବ୍ୟବସ୍ଥାରେ ସମ୍ବଲପୁର ଜିଲ୍ଲା ଏକ ପ୍ରମୁଖ ଜିଲ୍ଲା ହୋଇଛି । ଜିଲ୍ଲାରେ ଖାଲି ପଡିଥିବା ଏସପି, ଡିଜି ପଦ ତୁରନ୍ତ ପୂରଣ କରିବା ଦାବିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉର୍ଦ୍ଦେଶ୍ୟରେ ଦାବିପତ୍ର ପଠାଯାଇଛି ।

ଜିଲ୍ଳା ଓକିଲ ସଂଘ ସଭାପତି ଡ. ପ୍ରମୋଦ କୁମାର ରଥ ଏକ ସାମ୍ବାଦିକ ସମ୍ବିଳନିରେ ସିଧାସଳଖ ଅଭିଯୋଗ କରିଥିଲେ ଯେ ଜିଲ୍ଲାରେ ଆଇନ ଶୃଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଜମି ମାଫିଆମାନେ ସକ୍ରିୟ ହୋଇ ନିରୀହ ଆଦିବାସୀଙ୍କୁ ଅଳ୍ପ ଟଙ୍କା ଦେଇ ସେମାନଙ୍କ ଜମିକୁ ଦଖଲ କରିଛନ୍ତି । ଜିଲ୍ଲା ପ୍ରଶାସନ ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଓକିଲ ସଂଘ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା