Masthead

ବିଡିଓ କାହାରି କଥା ଶୁଣୁ ନାହାନ୍ତି: ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):କୋଇଡ଼ା ବିଡିଓଙ୍କୁ ନେଇ ଲକ୍ଷ୍ମଣ ମୁଣ୍ଡାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବିରୋଧରେ ରହିଛି ଅନେକ ଅଭିଯୋଗ । ତାଙ୍କ ବିରୋଧରେ ବ୍ଲକ୍ ସମ୍ନାରେ ସରପଞ୍ଚ, ସମିତି ସଭ୍ୟ, ସାଧାରଣ ଲୋକେ ୫ ଦିନ ହେଲାଣି ଧାରଣା ଦେଇଛନ୍ତି। ମୁଁ ମଧ୍ୟ ଦୁଇଦିନ ହେଲାଣି ଏ ପ୍ରସଙ୍ଗ ଗୃହରେ ଉଠେଇଲିଣି। କିନ୍ତୁ କୌଣସି ଫଳ ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ଆଜି ପ୍ରଶ୍ନ କାଳରେ ଏ ପ୍ରସଙ୍ଗ ଉଠାଇଲି। ସେ ବିଡିଓ କାହାରି କଥା ଶୁଣୁ ନହାନ୍ତି। ବାଚସ୍ପତି ରୁଲିଂ ଦେଲେ ତଦନ୍ତ କରାଯିବ। ଆକ୍ସନ ନିଆଯିବ ।

କିନ୍ତୁ ଏକଥା ଶୁଣିଲା ପରେ ବିଡିଓ କହୁଛନ୍ତି ମୋର କିଏ କ’ଣ କରିବ। ମୋର ଲମ୍ବା ହାତ ଅଛି। ତେଣୁ ଏଭଳି ବିଡିଓଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ଜଣାଇଛି। ବ୍ଲକର ଉନ୍ନତିମୂଳକ କାମ ବନ୍ଦ ହୋଇ ଯାଇଛି । ବିଡିଓଙ୍କ ବ୍ୟବହାରରେ ଲୋକ ଉତ୍ତ୍ୟକ୍ତ ହୋଇ ଅଛନ୍ତି। କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ବାମପନ୍ଥୀ ବିଧାୟକ ଲକ୍ଷବଚ୍ଚ ମୁଣ୍ଡା । ପୂର୍ବରୁ ମଧ୍ୟ ବିଡ଼ିଓଙ୍କ ବଦଳି ନିର୍ଦ୍ଦେଶ ଆସିଥିଲା। ହେଲେ ଚଂଚକତା କରି ବ୍ଲକରେ ରହିଲେ। ସରକାରୀ କାମ ଛାଡି ସେ ବ୍ୟବସାୟ ସହ ରାଜନୀତି କରୁଛନ୍ତି ବୋଲି ବିଧାୟକ ଳକ୍ଷ୍ମଣମୁଣ୍ଡା ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା