Masthead

ଶୀତଦିନେ କେମିତି କରିବେ ଗୋଡ ଫଟାର ଉପଚାର ଜାଣନ୍ତୁ

ଭୁବନେଶ୍ୱର(ବଡ଼ ଖବର): ଶୀତଦିନେ ଅଧିକାଂଶ ଲୋକଙ୍କର ଗୋଡ ଫଟା ସମସ୍ୟା ଦେଖାଦେଇଥାଏ । ବିଶେଷକରି ଗ୍ରାମାଞ୍ଚଳରେ ଏସବୁ ଏ ସମସ୍ୟା ଅଧିକ ଦେଖାଦେଇଥାଏ । ଥଣ୍ଡା ପାଗ କାରଣରୁ ପାଦ ଫାଟି ରକ୍ତ ବାହାରେ। ଏଇ ଦିନେ ପାଦ ଓ ଗୋଇଠି ଫଟାର ଘରୋଇ ଉପଚାର କରିବା ଭଲ। ଜାଣନ୍ତୁ କେମିତି କରିବେ ଗୋଡ ଫଟାର ଉପଚାର ।

 ଖିର ୨ଚାମଚରେ ଅଧ ଚାମଚ ମହୁ ମିଶାଇ ପାଦ ଫଟାରେ ତୁଳା ସାହାଯ୍ୟରେ ଲଗାଇବେ। ୧୦-୧୫ଦିନ ରାତିରେ ଶୋଇବା ପୂର୍ବରୁ ଏଭଳି କଲେ ଆରାମ ମିଳେ ଏବଂ ଗୋଡ ଫଟା ସମସ୍ୟାବି ଦୂର ହୋଇଥାଏ ।
 ନଡ଼ିଆ ତେଲ ଓ ଅଲିଭ ତେଲ ପାଦ ପାଇଁ ଭଲ ମଏଶ୍ଚରାଇଜର୍ ଭଳି କାମ କରେ। ଗାଧୋଇବା ସମୟରେ ପାଦକୁ ପ୍ୟୁମିକ୍‌ ଷ୍ଟୋନ୍‌ରେ ଭଲରେ ଘଷି ମଇଳା ବାହାର କରନ୍ତୁ। ଶୋଇବା ସମୟରେ ତେଲକୁ ଉଷୁମ କରି ଲଗାଇବେ। ପାଦ ଫଟା ସମସ୍ୟା ଦୂରେଇଯିବ।
 ଚାଉଳକୁ ଗୁଣ୍ଡ କରି ସେଥିରୁ ୧ଚାମଚ ଓ ମହୁ ଅଧ ଚାମଚ ମିଶାଇ ପାଦ ଉପର-ତ‌େ‌ଳ ଲଗାଇ ଶୁଖିବା ପରେ ଧୁଅନ୍ତୁ। ଏହା ପାଦ ପାଇଁ ଭଲ ସ୍କ୍ରବ୍ ଭଳି କାମ କରିଥାଏ। ।
 ଉଷୁମ ପାଣିରେ ନିୟମିତ ପାଦ ସଫା କରିବା ଭଲ। ପାଦରେ ଭଲ ମଏଶ୍ଚରାଇଜର୍ ଲଗାଇଲେ ଫଟା ସମସ୍ୟା ଦୂର ହୋଇଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା