Masthead

ବାପା ରାଜ୍ୟ, ପୁଅ ରାଜଧାନୀ

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ନିଶ୍ଚୟ ପଢ଼ନ୍ତୁ...

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ବାପା ନାଁ ରାଜ୍ୟ ହେଲେ ପୁଅ ନାଁ ରାଜଧାନୀ । ଅର୍ଥାତ ବାପାର ନାମ ମଧ୍ୟପ୍ରଦେଶ ପୁଅର ନାମ ଭୋପାଳ । ଏମିତି ନାମକରଣ ହୋଇଛି ମଧ୍ୟପ୍ରଦେଶର ଭମାରା ଗାଁରେ । ବାପାଙ୍କ ପୁରା ନାମ ମଧ୍ୟପ୍ରଦେଶ ସିଂ । ଏମିତି ଏକ ନିଆରା ନାମକରଣ କରିଥିଲେ ତାଙ୍କ ଭାଇଭଉଣୀ ମାନେ, ମଧ୍ୟପ୍ରଦେଶ ତାଙ୍କ ୯ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ । ତେଣୁ ଶ୍ରଦ୍ଧାରେ ତାଙ୍କ ଭାଇଭଉଣୀମାନେ ନାମ ଏମିତି ରଖିଥିଲେ । ଏମିତି ନାମ ପାଇ ସେ ଗର୍ବ ଅନୁଭବ କରନ୍ତି ।

ସେଥିପାଇଁ ସେ ମଧ୍ୟ ତାଙ୍କ ପୁଅର ନାମ ମଧ୍ୟପ୍ରଦେଶର ରାଜଧାନୀ ଅର୍ଥାତ ଭୋପାଳ ରଖିଛନ୍ତି। ଧାର ଜିଲ୍ଲାର ଜନ୍ମିତ ମଧ୍ୟପ୍ରଦେଶ ସିଂହ ଝାବୁଆ ଚନ୍ଦ୍ରଶେଖର ଆଜାଦ ସରକାରୀ ମହାବିଦାୟଳୟରେ ଜଣେ ଗେଷ୍ଟ ଫ୍ୟାକଲ୍‌ଟି ଭାବେ କାମ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ