Masthead

ଚୁରାଚାନ୍ଦପୁରର ରିଲିଫ କେନ୍ଦ୍ର ପରିଦର୍ଶନ କଲେ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ

ମଣିପୁର (ବଡ଼ ଖବର ବ୍ୟୁରୋ): ମଣିପୁରରେ ସ୍ଥିତିର ସମୀକ୍ଷା କରୁଛି ବିରୋଧୀ ମେଂଟ । ସେପଟେ ହିଂସାକୁ ନେଇ ସଂସଦଠୁ ସଡ଼କ ଚାରିଆଡ ହୁଲୁସ୍ତୁଲ । ରାଜ୍ୟପାଳଙ୍କୁ ଭେଟିବା ପାଇଁ ବିରୋଧୀ ତୟାର ଥିବା ବେଳେ, ମଣିପୁରରେ ଅଶାନ୍ତିକର ସ୍ଥିତିରେ ସୁଧାର ଆଣିବା ପାଇଁ ତତ୍ପର ଥିବା କହିଛନ୍ତି ରାଜ୍ୟପାଳ ଅନୁସୂୟା ଉଇକେ । ଚୁରାଚାନ୍ଦପୁରର ରିଲିଫ କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟପାଳ । ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳା ଫେରି ପାରିବ ସେ ନେଇ ସେ ନିରନ୍ତର ଚେଷ୍ଟା କରୁଛି ବୋଲି କହିଛନ୍ତି । ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପର ସହ କଥା ହେବା ଉଚିତ । ଆମେ ସମସ୍ତଙ୍କ ସହ କଥା ହେଉଛୁ । ରାଜ୍ୟରେ କିପରି ଶାନ୍ତି ଫେରି ପାରିବ ସେ ନେଇ ରାଜନୈତିକ ଦଳମାନଙ୍କର ସହାୟତା ମଧ୍ୟ ଆବଶ୍ୟକ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ