Masthead

ଦୀପରେ ଦୀପରେ ଅଖଣ୍ଡ ଭାରତ

ମାଥିଲି (ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବାରେ ଲାଗିଛି କଟକଣା କିନ୍ତୁ ଲୋକଙ୍କ ଉତ୍ସାହ କମିନାହିଁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଗାଁର ଯୁବଗୋଷ୍ଠୀର ନିଆରା ପ୍ରୟାସ । ଶବ୍ଦ ପ୍ରଦୂଷଣରୁ ଦୂରରେ ରହି ଦୀପରେ ଅଖଣ୍ଡ ଭାରତର ଚିତ୍ର ବନାଇ ପାଳି ଛନ୍ତି ଦୀପାବଳି । କିଛି ଲୋକ ଏବେ ବି ନିୟମ କୁ ଅବମାନନା କରି ବାଣ ଫୁଟାଉ ଥିଲେ ହେଁ ଗାଁର ସବୁ ଯୁବସମାଜ ମିଶି ଏହି ନିଆରା ଆୟୋଜନ କୁ ସଫଳ କରିଛନ୍ତି । ସମସ୍ତଙ୍କୁ ଶବ୍ଦପ୍ରଦୂଷ ରହିତ ଦୀପାବଳି ପାଳନ କରିବା ପାଇଁ ଆହ୍ୱାନ ଓ ଅନୁପ୍ରାଣିତ କରିଛନ୍ତି । ଏହି ନିଆରା ପ୍ରୟାସକୁ ଦେଖି ଗାଁର ବହୁତ ଲୋକ ବାଣକୁ ବର୍ଜନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା