Masthead

ମୋବାଇଲ ମାରୁଛି ପିଲାଙ୍କ ଜ୍ଞାନକୋଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୋବାଇଲ ମାରୁଛି ପିଲାଙ୍କ ଜ୍ଞାନକୋଷ । ମୋବାଇଲ ପାଇଁ କମୁଛି ପିଲାଙ୍କ ସ୍ମରଣଶକ୍ତି । ଆଳସ୍ୟ ବଢିବା ସହିତ ମୋବାଇଲ ଦେଖିବା ପାଇଁ ପିଲାଙ୍କ ରୁଚି ବଢୁଛି ।ତେଣୁ ପିଲାଙ୍କୁ ମୋବାଇଲ ଠାରୁ ଦୁରେଇ ରଖିବା ଉଚିତ । ଏଥିରେ ମାଆମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ଅବସରରେ ବିଦ୍ୟାଭାରତୀ ଟ୍ରଷ୍ଟ ପୂର୍ବକ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ବିନାୟକ ଦାସ କହିଛନ୍ତି । କରୋନା ସମୟରେ ଅନଲାଇନ କ୍ଲାସ ପାଇଁ ପିଲାମାନେ ମୋବାଇଲ ବ୍ୟବହାର କରୁଥିଲେ । କିନ୍ତୁ ସ୍ୱାଭାବିକ ହେବା ପରେ ଏବେ ଆସାଇନମେଣ୍ଟବି ମୋବାଇଲରେ ଆସୁଛି ।

ଯେଉଁଥିପାଇଁ ପିଲାମାନେ ମୋବାଇଲରେ ସମୟ ବିତାଇବା ପାଇଁ ସୁଯୋଗ ପାଉଛନ୍ତି । ପାଠ ପଢା ନାଁରେ ମୋବାଇଲ ଅପବ୍ୟବହାର କରୁଛନ୍ତି । ସେପଟେ ଶିକ୍ଷାବିତ ଜଲିଲ ଖାନ କହିଛନ୍ତି ପିଲାମାନେ ମୋବାଇଲ ପାଇଁ ଏତେ ଆଡିକଟେଡ ହେଲେଣି ଯେ ୟୁଟୁ୍ୟବରେ ଯେତେ ସବୁ ଆର୍କଷଣୀୟ ପୋଗ୍ରାମ ଦେଖିବା ପାଇଁ ରୁଚି ରଖୁଛନ୍ତି । ଯାହାଦ୍ୱରା ପିଲାମାନଙ୍କ ପାଠପଢା ପ୍ରତି ରୁଚି କମୁଛି । ଆପୋଲ ସିଇଓ ମଧ୍ୟ କହିଛନ୍ତି ମୋବାଇଲ ଦେଖିବା ଦ୍ୱାରା ପିଲାଙ୍କ ଦୃଷ୍ଟିଶକ୍ତି କମିବା ସହିତ ବ୍ରେନ ପାୱାର ବି କମୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ