Masthead

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଦଶପଲ୍ଲାର ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ ଘଟିଛି । ସାମ୍ବାଦିକ ମୁରଲି ଧର ପାଣି ୧୯୬୫ମସିହାରୁ ଦଶପଲ୍ଲାରେ ପ୍ରଥମେ ସାମ୍ବାଦିକତା କରି ବହୁ ସମସ୍ୟାକୁ ଲୋକଲୋଚନକୁ ଆଣିଥିଲେ । ସେ ୧୯୬୫ମସିହାରୁ ମାତୃଭୂମି, ପ୍ରଜାତନ୍ତ୍ର, ଦୁର୍ମୁଖ, ନିଆଁଖୁଣ୍ଟା, ଦିନଲିପି, ପ୍ରଗତିବାଦୀ ଭଳି ବହୁ ଖବରକାଗଜରେ କାମ କରି ଆସୁଥିଲେ । ୧୯୯୦ରୁ ତାଙ୍କ ମଝିଆ ପୁଅ ପ୍ରକାଶ କୁମାର ପାଣି ଏହି ଦାୟିତ୍ତ୍ୱ ନେଇଥିଲେ । ତାଙ୍କ ବିୟୋଗରେ ଦଶପଲ୍ଲା ସାମ୍ବାଦିକ ସଂଘ ତରଫରୁ ସମସ୍ତ ସଭ୍ୟ ପୁଷ୍ପମାଲ୍ୟ ଦେଇ ଶୋକ ପ୍ରକାଶ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା