Masthead

୩୩ ସାଂଗଠନିକ ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟ କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାରେ ଦଳ ଏହାର ନୂଆ ସଭାପତି ଚୟନ କରିଛି । ଏନେଇ ୩୩ଜଣଙ୍କ ନାମ ତାଲିକା ଏଆଇସିସିକୁ ପଠାଯାଇଥିଲା । କଂଗ୍ରେସ ସଭାପତି ଏଥିରେ ମୋହର ମାରିଛନ୍ତି । ଅନୁଗୁଳ ପାଇଁ ବିପ୍ଲବ ଜେନା, ବଲାଙ୍ଗିର ଦିଲୀପ କୁମାର ବେହେରା, ବରଗଡ଼ ନିହାର ମହାନନ୍ଦ, ବାଲେଶ୍ୱର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ୱର ବିଶ୍ୱଜିତ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ମାନସ ଚୌଧୁରୀ, କଟକ ସିଟି ଗିରିବାଳା ବେହେରା, ଦେବଗଡ଼ ଉମାଶଙ୍କର ସାହୁ, ଢେଙ୍କାନାଳ ସରୋଜ ପଟ୍ଟନାୟକ ।

ଗଞ୍ଜାମ ରମେଶ ଚନ୍ଦ୍ର ଜେନା, ଗଜପତି ଦାସରଥୀ ଗମାଙ୍ଗ, ଜଗତସିଂହପୁର ନଟବର ବାରିକ, ଯାଜପୁର ମନୋଜ କୁମାର ରଉତ, ଝାରସୁଗୁଡ଼ା ଭରତ ଅବସ୍ତି, କନ୍ଧମାଳ ଅନାମ ନାୟକ, କେନ୍ଦ୍ରପଡ଼ା ଅଶୁଂମାନ ମହାନ୍ତି, କେନ୍ଦୁଝର ବିପ୍ଲବ ମିଶ୍ର, ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ ମିନାକ୍ଷୀ ବାହିନୀପତି, ମୟୂରଭଞ୍ଜ ହେମନ୍ତ ଦାସ, ମାଲକାନଗିରି ଗୋବିନ୍ଦ ପାତ୍ର, ନବରଙ୍ଗପୁର ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ରଞ୍ଜିତ ଦାସ, ନୁଆପଡ଼ା ଘାସିରାମ ମାଝି, ପୁରୀ ଅଜିତ ମଙ୍ଗରାଜ, ରାଉଲକେଲା ଜର୍ଜ ତିର୍କୀ, ରୟଗଡ଼ା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ଅଶ୍ୱିନୀ ଗୁରୁ, ସୁବର୍ଣ୍ଣପୁର ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ବେଣୁମାଧବ ତ୍ରିପାଠୀ ଏବଂ କଳାହାଣ୍ଡି ପାଇଁ ଭାରତ ଭୂଷଣ ବେମାଲଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରାଯାଇଥିବା ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଆଜିଠାରୁ ଏମାନେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟକରିବେ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା