Masthead

ବିରାଟଙ୍କ ଲାଗି ବିରାଟ ପ୍ଲାନ କରିଛି କଙ୍ଗାରୁ ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିଛି ଅଷ୍ଟ୍ରେଲିଆ । ଏମିତି କହିଛନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର୍ । ବିରାଟ ଏହି ଚାରି ଟିକିଆ ସିରିଜରେ ମାତ୍ର ଗୋଟିଏ ମ୍ୟାଚ ଖେଳିବ । ଗୋଟିଏ ମ୍ୟାଚ ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି । ପ୍ରଥମ ମ୍ୟାଚରେ କିପରି ଭାବରେ ବିରାଟ କୋହଲିଙ୍କୁ ରୋକିବ ସେଥିପାଇଁ ପୁରା ପ୍ଲାନ କରିଛି ଅଷ୍ଟ୍ରେଲିଆ । ଜଷ୍ଟିନ ଲାଙ୍ଗାର କହିଛନ୍ତି କି ‘ସେ ଜଣେ ମହାନ ଖେଳାଳି ଏବଂ ଅଧିନାୟକ । ତାଙ୍କ ପ୍ରତି ମୋର ଢ଼େର ସମ୍ମାନ ରହିଛି । ବ୍ୟାଟ୍ସମ୍ୟାନ ଭାବରେ ତାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆମେ ସେଥିପାଇଁ ଯେ୍ଧକ୍ସନା କରୁଛୁ ।

ଯୋଜନାକୁ କାର୍ଯ୍ୟକାରୀ କରିବା ଆମର ପରବର୍ତି ଲକ୍ଷ୍ୟ । ତାଙ୍କୁ କିଭଳି ଆୁଟ କରିହେବ ଚିନ୍ତା କରୁଛୁ । ତାଙ୍କୁ ଚିଡାଇବା ପରିବର୍ତ୍ତେ କିଭଳି ଆଉଟ କରିହେବ ସେ ଚିନ୍ତା କରୁଛୁ । ସ୍ଲେଜିଂ ଯୋଜନାକୁ ଖଣ୍ଡନ କରି ଲାଙ୍ଗାର କହିଛନ୍ତି କି, ‘ଆମେ ଆମ ଦକ୍ଷତା ଅନୁସାରେ ଖେଳିଥାଉ, କୌଣସି ଭାବାବେଗରେ ନୁହେଁ । ଅନ୍ୟୁନ ଏହା କରିବାକୁ ଚେଷ୍ଟା କରିଥାଉ । ଖେଳାଳି ମାନଙ୍କ ମନରେ ୨୦୧୮-୧୯ର ପରାଜୟର ପ୍ରତିଶୋଧ ଲକ୍ଷ୍ୟ ରହିଛି ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଇପିଏଲ ଖେଳାଳିମାନଙ୍କ ମଧ୍ୟରେ ବଂଧୁତା ଓ କ୍ରୀଡାବିତ ଭାବନ ବଢ଼ିଥିବା ଲାଙ୍ଗର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ