Masthead

‘ୱାନ ନେସନ ୱାନ ଇଲେକ୍ସନ’ କେନ୍ଦ୍ରର ଲୁକାୟିତ ଷଡଯନ୍ତ୍ର: ପିନାରାୟ ବିଜୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱାନ ନେସନ ୱାନ ଇଲେକ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ୱାନ ନେସନ ୱାନ ଇଲେକ୍ସନକୁ ନେଇ କେରଲ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା ହେଉଛି କେନ୍ଦ୍ରର ଲୁକାୟିତ ଷଡଯନ୍ତ୍ର । ବର୍ତ୍ତମାନ ଭାରତ ଓ ସଂସଦୀୟ ଗଣତନ୍ତ୍ର ଉପର ଭୟଙ୍କର ବିପଦ ରହିଛି । ୱାନ ନେସନ ୱାନ ଇଲେକ୍ସନଏହି ବିପଦକୁ ଆହୁରି ବଢାଇବାକୁ ଯାଉଛି ।

ଏହାକୁ ବିରୋଧ କରିବା ପାଇଁ ସିଏମ୍ ବିଜୟନ ଅହ୍ୱାନ ଦେଇଛନ୍ତି । ସେ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି ଯେ ୱାନ ନେସନ ୱାନ ଇଲେକ୍ସନ ଆମର ସାମ୍ବିଧାନିକ ମୂଲ୍ୟବୋଧ ତଥା ଗଣତାନ୍ତ୍ରିକ ପରମ୍ପରାକୁ କ୍ଷତି ପହଞ୍ଚାଇବା ପାଇଁ ଲୁକ୍କାୟିତ ଏଜେଣ୍ଡା ଅଟେ। ଏହି ନିରର୍ଥକ ଯୋଜନାକୁ ବିରୋଧ କରିବା ଏବଂ ଆମର ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଆମକୁ ଏକଜୁଟ ହେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା