Masthead

ଅର୍ପଣ ଚାଉଳକୁ ସ୍ଥାନାନ୍ତର ଉଦ୍ୟମ

ପୁରୀ (ବଡ଼ ଖବର ବ୍ୟୁରୋ): ଧରା ପଡ଼ିଲା ଅସଲ ଚିତ୍ର । ଅର୍ପଣ ଚାଉଳକୁ ଏବେ ସ୍ଥାନାନ୍ତର ଉଦ୍ୟମ । ସ୍ଥାନାନ୍ତରବେଳେ ଧରିଲେ ସ୍ଥାନୀୟ ବାସିନ୍ଦା। ପୂର୍ବରୁ ଲାଇଟ୍, ଶଙ୍ଖ ବେଶ ପ୍ରଦର୍ଶନୀ ପରେ ଏବେ ଅର୍ପଣ ଚାଉଳକୁ ନେଇ ମଧ୍ୟ ଦେଖା ଦେଇଛି ବିବାଦ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟରେ ଲୋକଙ୍କୁ ଗାଡ଼ି ବୁଲାଇ ଅର୍ପଣ ନାଁରେ ଚାଉଳ ମଗାଯାଇଥିଲା ।

ସେତେବେଳେ ବାରମିଶା ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ଯୋଗ୍ୟ କି ନୁହେଁ ଏନେଇ ଦେଖାଦେଇଥିଲା ବିବାଦ । ଏବେ ଜନମତ ପରିବର୍ତ୍ତନ ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଥିବା ବେଳେ ଆଜି ଅର୍ପଣ ଚାଉଳ ଗାଡ଼ିରେ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ