Masthead

ବଦଳିଲେ ଓପିଏସସି ସଚିବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ବଦଳିଲେ ଓପିଏସସି ସଚିବ । ରାମଚନ୍ଦ୍ର ପାଲଟାଙ୍କୁ ମିଳିଛି ଓପିଏସସି ସଚିବ ଦାୟିତ୍ୱ । ସେହିଭଳି ପ୍ରମୋଦ ମିଶ୍ର ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହୋଇଥିବା ବେଳେ ଦେବବ୍ରତ ସାହୁଙ୍କୁ ମିଳିଛି ଗଂଜାମ ଏଡିଏମ ଦାୟିତ୍ୱ । ବିଶ୍ୱରଂଜନ ରଥ ହୋଇଛନ୍ତି ବିଡିଏ ଯୁଗ୍ମ କମିସନର । ସେହିପରି ଆସ୍କା ଚିନି କଳର ଏମଡି ହୋଇଛନ୍ତି ପ୍ରିୟରଂଜନ ପୃଷ୍ଟି । ଯାଜପୁରର ଏଡିଏମ ହୋଛନ୍ତି ଶୁଭେନ୍ଦ୍ର କୁମାର ସାମଲ ।

ଦିବ୍ୟଲୋଚନ ମହାନ୍ତ କଟକ ଜିଲ୍ଲା ଅବକାରୀ ଯୁଗ୍ମ କମିସନର ହୋଇଥିବା ବେଳେ ମଧୁସୂଦନ ବେହେରା ହୋଇଛନ୍ତି ଭୁବନେଶ୍ୱର ଉପଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀ ସୂର୍ଯ୍ୟସ୍ମିତା ସାହୁଙ୍କୁ ମିଳିଛି ଓସିସିଏଲ ଦାୟିତ୍ୱ । ବଲାଙ୍ଗିର ଜିଲ୍ଲାପରିଷଦ ଅତିରିକ୍ତି ଏକଜିକୁ୍ୟଟିଭ ଅଫିସର ହୋଇଛନ୍ତି ତରଣୀ ସୁନା । ସେହିଭଳି ତାଳଚେର ପାଇଛି ନୂଆ ଉପଜିଲ୍ଲାପାଳ । ମନୋଜ ତ୍ରିପାଠୀଙ୍କୁ ମିଳିଛି ଦାୟିତ୍ୱ । ଭୁବନେଶ୍ୱର ବିଏମସିର ଡେପୁଟି କମିସନର ମଧ୍ୟ ବଦଳିଛନ୍ତି । ସ୍ୱାଗତ ଦାସ ହୋଇଛନ୍ତିବ ବିଏମସି ନୂଆ ଡେପୁଟି କମିସନର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ