Masthead

ରେଞ୍ଜରୋଭର ଗାଡି ଦୁର୍ଘଟଣା, ଆଖିବୁଜିଲେ ଯୁବତୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଞ୍ଜରୋଭର ଗାଡି ଦୁର୍ଘଟଣା, ଆଖିବୁଜିଲେ ଯୁବତୀ । ଭୁବନେଶ୍ୱର ପାୱାର ହାଉସ ଛକରେ ହୋଇଥିଲା ଦୁର୍ଘଟଣା । କଟକରେ ଚିକିସôିତଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ରେଞ୍ଜରୋଭର ଗାଡ଼ି କାହାର? କେଉଁ ପ୍ରଭାବଶାଳୀ ନେତାଙ୍କର କି? ପୋଲିସ କାହିଁକି କରୁନି ତଦନ୍ତ? ଗାଡ଼ି ଏକ କମ୍ପାନୀ ନାଁରେ ରହିଛି, ଯାହାର ନିର୍ଦ୍ଦେଶକ ରହିଛନ୍ତି ବିଶାଲ ଦାସ । କିଏ ଏହି ବିଶାଲ ଦାସ? କୌଣସି ପ୍ରଭାବଶାଳୀ ଲୋକ କି? ଗତ ୩୧ ତାରିଖରେ ଦୁର୍ଘଟଣା ହୋଇଥିଲା । ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହି ରେଞ୍ଜରୋଭର ଗାଡ଼ି । ଦୁର୍ଘଟଣାରେ ଆହତ ହୋଇଥିବା ଯବାନ ଭୁବନେଶ୍ୱରରେ ଚିକିସôିତ ହେଉଥିଲେ । ଏବଂ ଗୁରୁତର ହୋଇଥିବା ଯୁବତୀ କଟକର ଏକ ଘରୋଇ ମେଡିକାଲରେ ଚିକିସôିତ ହେଉଥିଲେ । ଆଜି ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ