Masthead

ପାରାଦୀପରେ ମଜଭୁତ ହେଉଛି କଂଗ୍ରେସ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଆଡ଼ଭୋକେଟ ନିରଂଜନ ନାୟକଙ୍କ ହାତରେ ହାତ ମିଶାଉଛନ୍ତି ଏକାଧିକ ବରିଷ୍ଠ କଂଗ୍ରେସ କର୍ମୀ। ପାରାଦୀପର ପୂର୍ବତନ କଂଗ୍ରେସ ନେତା ବାପି ସର୍ଖେଲ ଦଳ ପରିବର୍ତ୍ତନ ପରେ ଭାଙ୍ଗି ପଡିବା ସହ ଅନ୍ୟ ଦଳକୁ ଯିବାର ଦେଖିବାକୁ ମିଳିଥିଲା। ତେବେ ପାରାଦୀପର ନୂତନ କଂଗ୍ରେସ ନେତା ତଥା ବିଧାୟକ ପାର୍ଥୀ ନିରଞ୍ଜନ ନାୟକ ସଭା ସମିତି, ବିଭିନ୍ନ କର୍ମୀ ସମ୍ମିଳନୀ କରିବା ଦ୍ୱାରା ବରିଷ୍ଠ କଂଗ୍ରେସ କର୍ମୀ ଦଳକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସାଧାରଣ ଲୋକମାନଙ୍କ ସହ ମିଶି ଅସୁବିଧା ସୁବିଧା ବୁଝିବା ସହ ସମସ୍ତଙ୍କ ପାଇଁ ହୋଇଥିବା ଅନ୍ୟାୟ ପାଇଁ ଲଢ଼ିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ନିରଞ୍ଜନ। ଯାହାକୁ ଦେଖି ପ୍ରତିଦିନ ପାରାଦୀପ ନିର୍ବାଚନମଣ୍ଡଳିର ଶହ ଶହ କର୍ମୀ ନିରଞ୍ଜନଙ୍କ ହାତ ଟାଣ କରିବାରେ ଲାଗିପଡିଛନ୍ତି। ପାରାଦୀପ ନିର୍ବାଚନମଣ୍ଡଳି ମଣିଜଙ୍ଗା ଗ୍ରାମ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ କରିବା ସହିତ ପଞ୍ଚାୟତରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ବିଧାୟକ ପ୍ରାର୍ଥୀ ନିରଂଜନ ନାୟକ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ବରିଷ୍ଠ ଏବଂ ଯୁବ କର୍ମୀମାନେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା