Masthead

ବାପା-ମାଆକୁ ଭୟ ପୁଅର ବନ୍ଧୁକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବହୁତ କଷ୍ଟ ଲାଗୁଛି । ମୋତେ ବିଷ ଖଇବାଦେବାକୁ ଇଛା ହଉଛି । ଏମିତି ପୁଅ କାହରିକୁ ନମିଳୁ । ଏ ହେଉଛି ଗୋଟେ ମାଆର ଯନ୍ତ୍ରଣାର ସ୍ୱର । ମୋ ପୁଅ ମିଲଟାରିରେ ଅଛି । ଦେଶ ସେବା କରୁଛି । ହେଲେ ନିଜ ମାଆ ବାପାକୁ ବାଡଉଛି । ଘରୁ ତଣ୍ଟିଆ ଦେଇ ଆମକୁ ବାହାର କରି ଦେଇଛି । ପୁଅକୁ ଯେତିକି ଡର ଲାଗୁଛି ତାଠୁ ତା ବନ୍ଧୁକକୁ ବେଶୀ ଭୟ ଲାଗୁଛି । ଇଏ ହେଉଛନ୍ତି ଜଗବନ୍ଧୁ ଦାସ ଓ ମଞ୍ଜୁଲତା ଦାସ । ପୁଅର ଭୟରେ ୧୫ ବର୍ଷ ହେବ ଭଡ଼ା ଘରେ ରହୁଛନ୍ତି । କାଳେ ପୁଅ ଗୁଳି ଫୁଟାଇ ମାରି ଦେବ ଭୟରେ ବାପା ମାଆ ବାର ଦୁଆର ସୁଣ୍ଢିପଣ୍ଢା ହେଉଛନ୍ତି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଇଟୁଆ ଗ୍ରାମର । ଅଧିକ ଜାଣିବା ପାଇଁ ଲିଙ୍କକୁ କ୍ଲିକ୍ କରନ୍ତୁ..

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ