Masthead

ଦିଦିଙ୍କ ପାଇଁ ପ୍ରଚାର କରିବେ ପାୱାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏନସିପି ସୁପ୍ରିମୋ ଶରଦ ପାୱାର ଆସନ୍ତା ସପ୍ତାହରେ ହୋଲି ପରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିବେ। ତାଙ୍କୁ ପଶ୍ଚିମବଙ୍ଗର ତାରକା ପ୍ରଚାରକ ଭାବରେ ଏମଭିଏ ଦ୍ୱାରା ମନୋନୀତ କରାଯାଇଛି । ଏନସିପି ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ପାୱାର ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ତୃଣମୂଳ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବେ। ପାୱାର ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟ ତିନି ଦିନ ହେବ।

ସେପଟେ କଂଗ୍ରେସ ନେତା ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏନସିପି ନେତାଙ୍କୁ ତୃଣମୂଳ ପାଇଁ ପ୍ରଚାର ନକରିବାରୁ ଚିଠି ଲେଖିଛନ୍ତି। ରାଜ୍ୟରେ ବାମପନ୍ଥୀ ଦଳ ସହ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ଭୋଟରଙ୍କ ପାଇଁ ଏକ ଭୁଲ ସଙ୍କେତ ଦେଇପାରେ। କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚ ୟୁପିଏର ଅଧିକାଂଶ ସହଯୋଗୀ କଂଗ୍ରେସ ପରିବର୍ତ୍ତେ ତୃଣମମୂଳକୁ ସମର୍ଥନ କରୁଛନ୍ତି। ଏନସିପି ବ୍ୟତୀତ ଶିବସେନା, ଜେଏମଏମ ଏବଂ ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମମୂଳକୁ ସମର୍ଥନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ