Masthead

ରାତି ଅଧରେ ପିଡ଼ିଏସ ଚାଉଳ ଲୁଟ୍

ସୋର (ବଡ଼ ଖବର ବ୍ୟୁରୋ): ରାତି ଅଧରେ ଟ୍ରକରେ ଥିବା ପିଡ଼ିଏସ ଚାଉଳ ଲୁଟିନେଲେ ସ୍ଥାନୀୟ ବାସିନ୍ଦା । ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମକୁ ପିଡ଼ିଏସ ଚାଉଳ ଦେବାକୁ ଆସିଥିବା ଓଡି ୦୧ଟି ୧୫୬୬ ନମ୍ବରର ଟ୍ରକକୁ ଅଟକାଇ ଗ୍ରାମବାସୀ ଚାଉଳ ବସ୍ତା ଲୁଟି ନେଇଛନ୍ତି। ସୂଚନା ମୁତାବକ ସନ୍ଧ୍ୟା ୫ ଟା ସମୟରେ ଗାଡି ଗ୍ରାମକୁ ପ୍ରବେଶ କରିବା ପରେ ସରପଞ୍ଚ ପ୍ରତିନିଧି କୈଳାଶ ମାଝୀ କିଛି ଲୋକଙ୍କୁ ଠୁଳ କରି ଟ୍ରକ ଡ୍ରାଇଭର ତାପସ ମୁଖୀକୁ ଡରାଇ ଧମକାଇ ଗାଡ଼ିରୁ ଚାବି ଖୋଲି ନେଇ ଥିଲେ।

ଡ୍ରାଇଭର ପ୍ରତିବାଦ କରିବାରୁ ଗାଡ଼ିରେ ନିଆଁ ଲଗାଇ ଦେବାର ଧମକ ଦେଇ ଥିଲେ। ପରେ ଅଧିକା ଲୋକ ଠୁଳ କରି ରାତିରେ ଟ୍ରକରେ ଥିବା ୩ ଶହ ଚାଉଳ ବସ୍ତାରୁ ୧୫୩ ବସ୍ତା ଲୁଟ କରିଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ବିବାଦୀୟ ପରିସ୍ଥିତି ଉପୁଜି ଥିବାବେଳେ ସମ୍ପୃକ୍ତ ଚାଉଳ ଯୋଗାଣ କରି ପୋଲିସର ସହାୟତା ଲୋଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା