Masthead

ଅବକି ବାର ନବେ ପାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ପ୍ରାକୃତିକ ତୈଳ ଦର । ପେଟ୍ରୋଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ୯୦ରୁ ଅଧିକ ଟଙ୍କା ରହିଛି ପେଟ୍ରୋଲ ଦର । ଯାହାକି ସିଧା ଗାଡ଼ି ଚାଳକଙ୍କ ପକେଟରେ ହୋଇଛି ମହଙ୍ଗା ମାଡ଼ । ଅମରାବତୀରେ ପେଟ୍ରୋଲ ଦର ୯୧ ଟଙ୍କା ୧୭ ପଇସା ରହିଥିବା ବେଳେ ଭୋପାଳରେ ୯୦.୭୩, ଇନ୍ଦୋରରେ ୯୦.୮୯, ଜୟପୁରରେ ୯୦.୪୩, ଜଲଗାଓଁରେ ୯୦.୯୭, ଯୋଦ୍ଧପୁରରେ ୯୦.୨୭, କୋଲ୍ଲାପୁରରେ ୯୦.୦୨, ଉଦୟପୁରରେ ୯୧.୧୭ ଟଙ୍କା ରହିଛି । ଦିଲ୍ଲୀରେ ୮୨.୮୬ ରହିଥିବା ବେଳେ ଭୁବନେଶ୍ୱରରେ ୮୪ ଟଙ୍କା ୪ ପଇସା ରହିଛି । ପ୍ରତିଦିନ ଦର ବଢ଼ୁଥିବା ଦେଖିବାକୁ ମିଳୁଛି । ତେବେ ରାଜ୍ୟରେ ମଧ୍ୟ ଖୁବଶିଘ୍ର ୯୦ ପାର ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ