Masthead

ରାଜନେତାଙ୍କ ବିପକ୍ଷରେ ଡିସିପିଙ୍କୁ ଫେରାଦ ହେଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ଗାଇଡ୍ ଲାଇନକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ସାବାଡ କରୁଛି ପୋଲିସ । ଅମାନିଆଙ୍କୁଠାରୁ ତଣ୍ଡ ଆଦାୟ କରାଯାଉଛି । କିନ୍ତୁ ରାଜନେତାମାନେ କୋଭିଡ୍ ଗାଇଡ୍ ଲାଇନକୁ ବାରମ୍ବାର ଉଳ୍ଲ୍ଙ୍ଘନ କରୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି କୋଭିଡ୍ ଯୋଦ୍ଧା । ଆଜି ଭୁବନେଶ୍ୱର ଡିସିିପିଙ୍କୁ କୋଭିଡ୍ ଯୋଦ୍ଧା, ଆଶାକର୍ମୀ, ଏଏନଏମ ଓ ସଫେଇ କର୍ମଚାରୀ ଫେରାଦ ଦେଇଛନ୍ତି । ରାଜନେତାମାନେ ବାରମ୍ବାର ଗାଇଡ୍ ଲାଇନ୍ ବାହାରକୁ ଯାଉଛନ୍ତି । ଯାହାକି ସଂକ୍ରମଣକୁ ଅଧିକ ପରିମାଣରେ ବଢ଼ିବାରେ ଲାଗିଛି ।
ସୂଚନା ଥାଉକି, ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଶବ ସକ୍ରାର ବେଳେ କରୋନା ସଂକ୍ରମଣ ଥିବା ବିଧାୟକ, ମନ୍ତ୍ରୀ ଉପସ୍ଥିତ ଥିଲେ । ଶହ ଶହ ଲୋକ ମଧ୍ୟ କରୋନା ଆକ୍ରାନ୍ତଙ୍କ ଉପସ୍ଥିତି ସୁପରସ୍ପ୍ରେଡର ହେବେ । ସେପଟେ ଜଣେ ସାଂସଦ ବାରମ୍ବାର କରୋନା ଗାଇଡ୍ ଗାଇନକୁ ଉଲ୍ଲଙ୍ଘନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା