Masthead

ଆଳୁକୁ ନେଇ ସାରା ରାଜ୍ୟ ଏବେ ହଲଚଲ୍

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଆଳୁକୁ ନେଇ ସାରା ରାଜ୍ୟ ଏବେ ହଲଚଲ୍ । ଓଡ଼ିଶାକୁ ଆଜିବି ପଶ୍ଚିମବଙ୍ଗରୁ ଆସିପାରୁନି ଆଳୁ । ସୀମାରେ ଆଳୁ ବୋଝେଇ ଟ୍ରକକୁ ଯୋଗିଛନ୍ତି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାରେ ଆଳୁ କିଲୋ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଓଡ଼ିଶା ସୀମା ସେପଟେ ପଶ୍ଚିମବଙ୍ଗରେ କିଲୋ ପିଛା ୨୫ରୁ ୩୦ ଟଙ୍କା । ଉଭୟ ରାଜ୍ୟ ସରକାରଙ୍କ ଭିତରେ ଆଳୁକୁ ନେଇ ହୋଇପାରୁନି ସ୍ଵାଭାବିକ ସ୍ଥିତି ।

ସପ୍ତାହ ଧରି ଚିନ୍ତାରେ ଖାଉଟି । ସେପଟେ ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲାର ଦାନ୍ତୋନ ଥାନା ଜେନାଦିଘି, ସୋଲପଟା,ମାଟି ବିରୁଆଁ, ତିଳଦାପଡା, ଧାଇପଡା ସମେତ ଅନେକ ଗାଁରେ ୩୦ ଟଙ୍କା ଭିତରେ ଆଳୁ ମିଳୁଛି । ମାତ୍ର ଗୋଟିଏ କିଲୋମିଟର ଡେଇଁଲେ ଅର୍ଥାତ୍ ଗାଁ ଡେଇଁଲେ ଓଡ଼ିଶା ପଟରେ ୫୦ ପାର । ପଶ୍ଚିମବଙ୍ଗରେ ଆଳୁ କୁଇଁଣ୍ଟାଲ ପିଛା ୨ ହଜାର ରହିଥିବା ବେଳେ ଓଡ଼ିଶାରେ କୁଇଣ୍ଟାଲ ପିଛା ୪ ହଜାରରୁ ଅଧିକ ଟଙ୍କାରେ ମିଳୁଛି ଆଳୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ