Masthead

ଆବାସ ଯୋଜନାରୁ ବାଦ ପଡ଼ିଲେ ଯୋଗ୍ୟ ହିତାଧିକାରୀ

ଚିଲିକା, (ବଡ଼ ଖବର ବ୍ୟୁରୋ): ଯୋଜନା ଅସୁମାରୀ। କିନ୍ତୁ ଏହି ଯୋଜନା ଯୋଗ୍ୟ ହିତାଧୀକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହୋଇଯାଉଛି ବାଟବଣା। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ରେ। ଦୟାନିଧି ସାହୁ ପରିବାର ପୋଷଣ ପାଇଁ ଦାଦନ ଶ୍ରମିକ ଭାବରେ କାମ କରନ୍ତି। ଘର କହିଲେ ଚାଳଛପର ଉପରେ ପଲିଥିନ ଢଙ୍କା ହୋଇଛି। ଦୀର୍ଘ ଚାରି ବର୍ଷ ହେଲାଣି ପଞ୍ଚାୟତ ଏବଂ ପ୍ରଶାସନିକ ସ୍ତରରେ ଜଣାଇଥିଲେ ମଧ୍ୟ ଏଯାବତ୍ ଆବାସ ଯୋଜନାରେ ସମ୍ପୃକ୍ତ ହୋଇ ନ ଥିବା ଅଭିଯୋଗ ଆଣିଛନ୍ତି ଦୟାନିଧି।

ମୁଁ ଭଙ୍ଗା ଘରେ ଜୀବନ ବିତଉଥିବାବେଳେ ଅଯୋଗ୍ୟ ହିତାଧିକାରୀ, କୁଜିନେତାଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବ ଆବାସ ଯୋଜନା ପରିସରଭୁକ୍ତ ହେଉଛନ୍ତି। କିନ୍ତୁ ମୁଁ ଏତେ ହତଭଗିନୀ ଯେ ମୋ ସ୍ୱାମୀଙ୍କ ରୋଜଗାରରେ କିମ୍ବା ସରକାରଙ୍କ ପ୍ରୋତ୍ସାହନ ରାଶିରେ ଘରଖଣ୍ଡେ କରିପାରିଲି ନାହିଁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ଦୟାନିଧିଙ୍କ ସ୍ତ୍ରୀ। ଗଣମାଧ୍ୟମ ଆଗରେ ଅନୁରୋଧ କରି ସ୍ଥାନୀୟ ପ୍ରଶାସନର କାର୍ୟ୍ୟଦକ୍ଷତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ