Masthead

ଆଲୋକିକରଣ ସାଙ୍ଗକୁ ରାସ୍ତା ନିର୍ମାଣ କଲେ ଗ୍ରାମ ଯୁବକ

ଶେରଗଡ଼ , (ବଡ଼ ଖବର ବ୍ୟୁରୋ):

ଶୁଣିଲାନି ପ୍ରଶାସନ ଚାନ୍ଦା କରି ରାସ୍ତା ନିର୍ମାଣ ଓ ଆଲୋକିକରଣ କଲେ ଗ୍ରାମ ର ଯୁବକ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ରେ  । ଭୀଷଣ ବର୍ଷାହୋଇ ରାସ୍ତା ଧୋଇ ଯିବା ଫଳ ରେ ଗ୍ରାମ ର ଯୁବକ ମାନେ ସ୍ଥାନୀୟ ସରପଞ୍ଚ ଙ୍କୁ ରାସ୍ତା ମରାମତି ଓ ଆଲୋକି କରଣ ପାଇଁ ୧୫ ଦିନ ପୂର୍ବରୁ ଦାବି କରିଥିଲେ । କାର୍ତ୍ତିକ ମାସ ରେ ମନ୍ଦିର କୁ ଯିବାକୁ ଶ୍ରଦ୍ଧାଳୁ ଅସୁବିଧା ର ସମ୍ମୁଖିନ ହେବେ ବୋଲି ଗ୍ରାମ ର ସ୍ୱେଚ୍ଛାସେବୀ ଯୁବକ ମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନ ଙ୍କୁ ଜଣାଇ ଥିଲେ।କେହି ଗୁହାରି ନ ଶୁଣିବା ଫଳ ରେ ବାଧ୍ୟ ହୋଇ ଗାଁ ରେ ଟଙ୍କା ଚାନ୍ଦା କରି ଆଲୋକି କରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଯୁବକ ଗ୍ରାମ ର ଛାଞ୍ଚରା ଖଳା ଠାରୁ ଗୁଡ଼ି ବନ୍ଧ, ଓ ନେଲିଆ ବନ୍ଧ ଠାରୁ ଗରୁଡେଶ୍ବର ମନ୍ଦିର ପଯ୍ୟନ୍ତ ଆଲୋକି କରଣ କରି ମନ୍ଦିର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମ ର ଯୁବ ଗୋଷ୍ଠୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ