Masthead

କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଶ୍ରେଷ୍ଠ ଅଧିନାୟକ: ଇଶାନ୍ତ ଶର୍ମା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାହାନେଙ୍କୁ ବୋଲରଙ୍କ ଅଧିନାୟକ କହିଲେ ଇଶାନ୍ତ ଶର୍ମା । ରାହାନେଙ୍କ ଶାନ୍ତି ପ୍ରକୃତି ଓ ଖେଳାଳିଙ୍କ ସହ ସ୍ପଷ୍ଟ ଯୋଗାଯୋଗ ହେତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଅଧିନାୟକତ୍ୱ କରିବେ । ନିୟମିତ ଅଧିନାୟକ ବିରାଟ କୋହଲି ପୈତୃକ ଛୁଟି ପାଇଁ ଘରକୁ ଫେରୁଥିବାରୁ ଅବଶିଷ୍ଟ ତିନୋଟି ମ୍ୟାଚରେ ଅଧିନାୟକତ୍ୱ କରିବେ ରାହାନେ । ଇଶାନ୍ତ କହିଛନ୍ତି କି ଯେତେବେଳେ ଆମେ ଏକାଠି ଖେଳିଛୁ ଏବଂ ବିରାଟ ପଡ଼ିଆରେ ଯେତେବେଳେ ନଥାନ୍ତି ସେ ମୋତେ ପଚାରନ୍ତି କି କେଉଁ କ୍ଷେତ୍ରରେ ଆବଶ୍ୟକତା ରହିଛି । ରାହାନେ କଦାପି ନିର୍ଦ୍ଦେଶ ଦିଅନ୍ତି ନାହିଁ ।

କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଏବଂ ଆଫଗାନସ୍ଥାନ ବିପକ୍ଷରେ ରାହାନେଙ୍କ ଅଧିନାୟକତ୍ୱରେ ଭାରତ ଉଭୟ ଟେଷ୍ଟ ଜିତିଛି । ସେ ବହୁତ ଶାନ୍ତ ଓ ସ୍ଥିର ଅଟନ୍ତି । ଏହା ନୁହଁ ଯେ ସେ ମଜାଳିଆ ନୁହନ୍ତି ସେ ଆମ ସହ ବହୁତ ମଜ୍ଜା କରନ୍ତି ମଧ୍ୟ । ଚାପର ମୁହୂର୍ତରେ ସେ ଶାନ୍ତ ରୁହନ୍ତି । ସେ ବୋଲରଙ୍କ ସହ ଭଲ ଯୋଗାଯୋଗ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ