Masthead

ବିବାଦରେ ବାରଙ୍ଗ ୧୯୯୯, ଅକ୍ଷୟ ପରିଜାଙ୍କୁ ଅଞ୍ଜନା ମିଶ୍ରଙ୍କ ଲିଗାଲ ନୋଟିସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିବାଦରେ ‘ବାରଙ୍ଗ ୧୯୯୯’ ୱେବ ସିରିଜ୍ । ସିରିଜର ବିଷୟବସ୍ତୁକୁ ନେଇ ସୃଷ୍ଟି ହୋଇଛି ବିବାଦ । ଟ୍ରେଲରରେ ଜଣେ ବଳାକ୍ରାରୀ ପୀଡ଼ିତାର ସଂଘର୍ଷ କାହାଣୀ ଦର୍ଶାଯାଇଛି । ୱେବ ସିରିଜକୁ ବିରୋଧ କରିଛନ୍ତି ଅଞ୍ଜନା ମିଶ୍ର । ୭୨ ଘଣ୍ଟାରେ ଫିଲ୍ମକୁ ହଟାଇବାକୁ ଲିଗାଲ ନୋଟିସ କଲେ ଅଞ୍ଜନା । ‘ସିରିଜରେ ମିଥ୍ୟା ଓ ଅପମାନଜନକ ବର୍ଣ୍ଣନା କରାଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଜନା ମିଶ୍ର । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ନହଟାଇଲେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ପୂର୍ବରୁ ପ୍ରେସମିଟ କରି ଏହାକୁ ବିରୋଧ କରିଥିଲି ଅଞ୍ଜନା । ଟ୍ରେଲରରେ ମୋ କାହାଣୀ ଦର୍ଶାଯାଇଛି କହିଛନ୍ତି ଅଞ୍ଜନା ମିଶ୍ର । ସିରିଜର ନାଁ ବାରଙ୍ଗ ହେଲେ କାହାଣୀ ମୋ ସହିତ ସାମଞ୍ଜସ୍ୟ କହି ପ୍ରତିକ୍ରିୟା ରଖିଛନ୍ତି । ଫିଲ୍ମ ତିଆରି ପାଇଁ ଅନୁମତି ନିଆଯାଇନଥିବା ଅଞ୍ଜନା ମିଶ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’