Masthead

ଖାଇଲେ ଗୁପଚୁପ, ପିଇଲେ ମହୋବତ କି ସରବତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ବଙ୍ଗାଳୀ ବଜାରରେ ବ୍ଲୁ ଟି-ସାର୍ଟରେ ନଜର ଆସିଲେ ରାହୁଲ । ଖାଇଲେ ଗୁପଚୁପ ପିଇଲେ ମହୋବତ କି ସରବତ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବଙ୍ଗାଳୀ ବଜାର ଏବଂ ଚାନ୍ଦନୀ ଚୌକ୍ ବଜାରରେ ରାହୁଲ ଗାନ୍ଧି ଗୁପଚୁପ , ଚାଟ୍ ଏବଂ ସରବତର ମଜା ନେଇଥିଲେ । ତାଙ୍କୁ ଦେଖିବା ପାଇଁ ମାର୍କେଟରେ ଲୋକମାନେ ଏକାଠି ହୋଇଯାଇଥିଲେ । ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଗାନ୍ଧି ବଙ୍ଗଳା ବଜାରରେ ନାଥୁ ସ୍ୱଇଟ୍ସ ଠାରେ ଗୁପଚୁପ ଖାଇଥିଲେ। ଏହା ପରେ ସେ ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୋକ୍ ଅଞ୍ଚଳକୁ ଯାଇଥିଲେ । ଚାନ୍ଦନୀ ଚୌକ୍ ରେ ସେ ମୋହବତ୍ କା ସରବତ ନାମକ ଏକ ତରଭୁଜର ସରବତ ପିଇଥିଲେ । ଏହା ପରେ ସେମାନେ ଅଲ ଜବାହର ରେଷ୍ଟୁରାଣ୍ଟକୁ କବାବ ଖାଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ରାହୁଲଙ୍କୁ ଧଳା ଟି-ସାର୍ଟ ବ୍ୟତୀତ ନୀଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା