Masthead

ଶୂନ୍ୟକାଳରେ ବିଜେଡିକୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହରେ ଶୂନ୍ୟକାଳରେ ବିଜେଡିକୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ। କହିଲେ ବିଜେଡି ନେତାଙ୍କ ହ୍ୟାଙ୍ଗଓଭର ଯାଇନାହିଁ।ମୁଖ୍ୟମନ୍ତ୍ରୀ ନାହାନ୍ତି କିନ୍ତୁ ଅନ୍ୟମାନେ ଅଛନ୍ତି । ମୁଁ କହିବାକୁ ଚାହୁଁଛି କି ଆମେ ଆଉ କିଛି ଦିନ ସେପଟେ ବସିଲେ ଭଲ ହୁଅନ୍ତା। କାହିଁକି ନା ଆଜି ବି ବିଜେଡିର ପୂର୍ବତନ ମନ୍ତ୍ରୀମାନେ ମନ୍ତ୍ରୀ ଭାବେ ନିଜର ନାମ ଫଳକ ମାରି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରୁଛନ୍ତି।

ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଆଉ ସେ କେତେ ନାମ ଫଳକ ରଖିଛନ୍ତି କୁହନ୍ତୁ ସେ ଲଗାଇ ଉଦ୍ଘାଟନ କରିସାରନ୍ତୁ ଆମେ ପୁଣି ସରକାରୀ ଦଳରେ ବସିବୁ। ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ମଶାଣି ଉଦ୍ଘାଟନରେ ଯାହାର ଉଦ୍ଧାରଣ ରହିଛି। ବିଜେଡିର ପୂର୍ବତନ ମନ୍ତ୍ରୀ ବି ଆଜି ନିଜକୁ ମନ୍ତ୍ରୀ କହି ନାମ ଫଳକ ମରୁଛନ୍ତି। ଏହା ଉପରେ ବିଚାର କରନ୍ତୁ ବାଚସ୍ପତି ମହୋଦୟ ବୋଲି ଦାବି କରିଛନ୍ତି ବାବୁ ସିଂ। ମୁଁ ବି ମୋ ନାଁ କେଉଁଠି ନ ଲେଖିବାକୁ କହିଛି। କାହିଁକି ନା ଏମାନଙ୍କର ଆଜି ହ୍ୟାଙ୍ଗଓଭର ଯାଇନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ