Masthead

ଏନଡିଏର ହାତ ଛାଡିଲା ଆରଏଲପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ କୃଷି ଆଇନ ଉପରେ ମୋଦୀ ସରକ।ରଙ୍କ ଆଭିମୁଖ୍ୟ ତଥ। ଚ।ଲିଥିବ। କୃଷକଙ୍କ ବିରୋଧକୁ ନେଇ ଅସନ୍ତୁଷ୍ଟ ହୋଇ ବିଜେପିର ସହଯୋଗୀ ର।ଷ୍ଟ୍ରୀୟ ଲୋକତାନ୍ତ୍ରୀକ ପ।ର୍ଟି (ଆରଏଲପି) ଆଜି ନୂତନ ପ୍ରସଙ୍ଗରେ ବିଜେପି ନେତୃତ୍ୱ।ଧୀନ ନ୍ୟ।ସନ।ଲ ଡେମୋକ୍ର।ଟିକ୍ ଆଲ।ଇନ୍ସ (ଏନଡିଏ) ଛ।ଡିବ।କୁ ଘୋଷଣ। କରିଛି।

ଏହି ଘୋଷଣ। କରି ଆରଏଲପି ମୁଖ୍ୟ ହନୁମ।ନ ବେନିୱ।ଲ କହିଛନ୍ତି, ମୁଁ ତିନିଟି କୃଷି ଆଇନକୁ ବିରୋଧ କରି ଏନଡିଏ ଛ।ଡିଛି। ଏହି ନିୟମ କୃଷକ ବିରୋଧୀ। ମୁଁ ଏନଡିଏ ଛ।ଡିଛି କିନ୍ତୁ କଂଗ୍ରେସ ସହ ମେଣ୍ଟ କରିବି ନ।ହିଁ ବୋଲି ସ୍ପଷ୍ଟ କରିଛନ୍ତି ଆରଏଲପି ମୁଖ୍ୟ ହନୁମ।ନ ବେନିୱ।ଲ । ନୂତନ କୃଷି ଆଇନ ପ।ଇଁ ଏନଡିଏ ଛ।ଡିବ। ପରେ ଅକ।ଳୀ ଦଳ ପରେ ର।ଷ୍ଟ୍ରିୟ ଲୋକତାନ୍ତ୍ରୀକ ପ।ର୍ଟି ବିଜେପିର ଦ୍ୱିତୀୟ ସହଯୋଗୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ