Masthead

କାହିଁକି କଦଳୀ ଗଛ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ

ଜାଣନ୍ତୁ ଏହାର ଧ।ର୍ମିକ ଓ ବୈଜ୍ଞ।ନିକ ମହତ୍ତ୍ୱ

ବଡ଼ ଖବର ବ୍ୟୁରୋ :କଦଳୀ ଗଛ ଶୁଭର ପ୍ରତୀକ ବୋଲି ଆମର ବିଶ୍ୱାସ ରହିଛି। ସେଇଥି ପାଇଁ ବିବାହ,ବ୍ରତ,ମାଙ୍ଗଳିକ ତଥା ଧ।ର୍ମିକ କ।ର‌୍ୟ୍ୟରେ ଏହ।କୁ ବ୍ୟବହାର କର।ଯ।ଏ। ଭଗବ।ନ ବିଷ୍ଣୁ ଓ ମ। ଲକ୍ଷ୍ମୀଙ୍କର କଦଳୀ ପ୍ରସ।ଦ ଭାରି ପ୍ରିୟ। କଦଳୀ ପତ୍ରରେ ଭଗବାନଙ୍କୁ ଭୋଗ ମଧ୍ୟ ଚଢାଯାଏ। ଏହି କଦଳୀ ଗଛର ପତ୍ର ତଥା କଦଳୀକୁ ନେଇ ଯେମିତି ଧର୍ମୀୟ ଭାବନା ରହିଛି ସେମିତି ବୈଜ୍ଞ।ନିକ ମହତ୍ତ୍ୱ ମଧ୍ୟ ରହିଛି । ଜ।ଣନ୍ତୁ ସେହିସବୁ ବିଷୟରେ ।

ବୈଜ୍ଞ।ନିକ ମହତ୍ତ୍ୱ ଅନୁଯାୟୀ କଦଳୀରେ ମୁଖ୍ୟତଃ ଭିଟ।ମିନ ଏ ,ସି ଓ ଖଣିଜ ତତ୍ତ୍ୱ ରହିଛି। ଏଥିରେ ପ୍ର।ୟ ୬୪.୩ ପ୍ରତିଶତ ଜଳ,୧.୩ ପ୍ରତିଶତ ପ୍ରୋଟିନ, ୨୪.୭ ପ୍ରତିଶତ କ।ବ୍ରୋହ।ଇଡ଼୍ରେଡ଼ ଓ ୮.୩ ପ୍ରତିଶତ ଚିକ୍କଣ ରହିଛି।
ଧାର୍ମିକ ତତ୍ତ୍ୱ ଅନୁଯାୟୀ କୁହ।ଯ।ଏ ପ୍ରଭୁ ବିଷ୍ଣୁ ଓ ମ। ଲକ୍ଷ୍ମୀ ସ୍ୱୟଂ କଦଳୀ ଗଛରେ ବାସ କରନ୍ତି। ସେଥିପାଇଁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଘରର ମୁଖ୍ୟ ଦ୍ୱାରରେ କଦଳୀ ଗଛ ପୋତାଯାଏ । ସବୁଠୁ ବଡ଼ ବିଶ୍ୱାସ ରହିଛି କଦଳୀ ଗଛ ଘରର ମୁଖ୍ୟ ଦ୍ୱାରରେ ତଥା ବଗିଚାରେ ରହିଲେ ପରିବ।ରର ପିଲ।ମ।ନେ ସର୍ବଦ। ସୁଖୀ ଓ ଦୁଃଖକଷ୍ଟରୁ ଦୂରେଇ ରୁହନ୍ତି। ବୃହସ୍ପତିଙ୍କ ବିଶେଷ କୃପ। ଲ।ଭ ହୋଇଥ।ଏ,ବୈବ।ହିକ ଜୀବନରେ ଥିବ। ସମସ୍ୟ। ଦୂର ହୋଇଥ।, ଅବିବ।ହିତ କନ୍ୟ।ଙ୍କର ଶୀଘ୍ର ବିବ।ହ ହୋଇଥ।.ଉଚ୍ଚ ଶିକ୍ଷ। ଓ ଜ୍ଞ।ନ ପ୍ର।ପ୍ତି ପ।ଇଁ ଏହି ବୃକ୍ଷ ସହ।ୟକ ହୋଇଥ।ଏ। କ।ରଣ ଏହ। ସର୍ବଦ। ପରିବେଶକୁ ଶ।ନ୍ତ ଓ ସକର।ତ୍ମକ ଶକ୍ତି ପ୍ରଦ।ନ କରିଥ।ଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ