Masthead

କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଛାତିଥର ଦୁର୍ଘଟଣା । ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । କାର୍‌କୁ ୨୦ ମିଟର ଘୋଷାଡ଼ି ନେଇଗଲା ହାଇୱା । ପାୱାର ହାଉସ୍ ଛକରେ ଛିଡ଼ା ହୋଇଥିବା କାର୍‌କୁ ଘୋଷାଡ଼ି ନେଇଗଲା । କାର୍‌ରେ ଚାଳକ ଥିଲେ ବି ସୌଭାଗ୍ୟବଶତଃ କିଛି କ୍ଷତି ହୋଇନି ।

ଖବର ଅନୁଯାୟୀ, ରେଡ୍ ସିଗ୍ନାଲ ଥିବାରୁ କାର୍ଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ଏହି ସମୟରେ ପଛରୁ ଆସି ଏକ ହାଇଓ୍ୱା ଟ୍ରକ ଧକ୍କା ଦେଇଥିଲା । ଏପିରିକି ୨୦ ମିଟର ଯାଏଁ କାର୍କୁ ଘୋଷାଡ଼ି ନେଇଥିଲା ହାଇଓ୍ୱା । ସୌଭାଗ୍ୟବଶତଃ କାର୍ ମାଲିକ ତଥା ଚାଳକଙ୍କୁ କୌଣସି କ୍ଷତି ହୋଇନାହିଁ । ହେଲେ କାର୍ଟି ଭାଙ୍ଗି ରୁଜି ଯାଇଛି । ରାତିସାରା ଅନିଦ୍ରା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ବାକି ଗାଡ଼ି ଚାଳକଙ୍କ କୌଣସି କ୍ଷତି ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ