Masthead

ସହିଦଙ୍କ ପରିବାରକୁ ସରକାରୀ ଚାକିରୀ ସହ ୫୦ ଲକ୍ଷ ଟଙ୍କା ସହାୟତା: ଚନ୍ନି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହଙ୍କ ଚନ୍ନିଙ୍କ ବଡ ଘୋଷଣା । ଜମ୍ମୁରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମିଳିବା ସହାୟତା । ସହିଦଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ସହ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଚନ୍ନି ଘୋଷଣା କରିଛନ୍ତି ।

ଏନକାଉଣ୍ଟରରେ ସହିଦ ହୋଇଥିବା ତିନିଜଣ ପଞ୍ଜାବ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଚନ୍ନି । ପଞ୍ଜାବର ସହୀଦ ବାସିନ୍ଦାଙ୍କ ମଧ୍ୟରେ କାପୁରଥାଲାର ମାନା ତଲୱାଣ୍ଡିର ନାଏବ, ସୁବେଦାର ଜସବିନ୍ଦର ସିଂ, କନେଷ୍ଟବଳ ମନଦୀପ ସିଂ ଗ୍ରାମର ଅଛନ୍ତି । ଜମ୍ମୁରେ ଆତଙ୍କବାଦୀମାନେ ସୋମବାର ସକାଳେ ହିଁ ଏକ ସେନା ଦଳ ଉପରେ ଆକ୍ରମଣ କରିଥିଲେ । ଏଥିରେ ସେନାର ଜେସିଓ ସମେତ ୫ ଜଣ ସୈନିକ ସହିଦ ହୋଇଥିଲେ । ସୂଚନା ଅନୁଯାୟୀ ବାଟାଲାର ଚାଥା ଗାଁର ଯବାନ ମନଦୀପ ସିଂ ୧୧ ଶିଖ ରେଜମେଣ୍ଟର ୧୬ ରେ ପୋଷ୍ଟିଂ ପାଇଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ତେବେ ସେ ୨୦ ଦିନ ଛୁଟିରେ ରହି ପରେ ସହିଦ ମନଦୀପ ଘରକୁ ଫେରିଆସିଥିଲେ । ଜେସିଓ ଜସବିନ୍ଦର ସିଂହ କାପୁରଥାଲାର ମାନା ତଲୱାଣ୍ଡି ଗାଁର ଅଟନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା