ଦେବୀ ମିଶ୍ର ଙ୍କ ଘରେ ସିବିଆଇ ର ଚଢ଼ାଉ ।

ଭୁବନେଶ୍ୱର ବ୍ୟୁରୋ ।

ଭୁବନେଶ୍ୱର ୟୁନିଟ୍- ୧ ରେ ଥିବା ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ସରକାରୀ ବାସ ଭବନ ରେ ଶୁକ୍ରବାର ସିବିଆଇ ଚଢ଼ାଉ କରିଛି। ଚିଟ୍ ଫଣ୍ଡ ସଂସ୍ଥା ସିସୋର ର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କ ରେ ସିବିଆଇ , ବିଧାୟକ ଶ୍ରୀ ମିଶ୍ର ଙ୍କୁ ଦୀର୍ଘ ୧ ଘଣ୍ଟା ଧରି ପଚରାଉଚରା କରିଥିଲା। ତାଙ୍କ ଘରୁ ସିବିଆଇ ଟିମ୍ କିଛି ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି।
ବିଧାୟକ ଶ୍ରୀ ମିଶ୍ର ଙ୍କ ପୈତୃକ ଗ୍ରାମ କଟିକଟ। ସ୍ଥିତ ବାସ ଭବନ ରେ ସିବିଆଇ ଟିମ୍ ଚଢାଉ କରିଥିଲା। ବଡ଼ମ୍ବା – ନରସିଂହପୁର ବିଧାୟକ ଶ୍ରୀ ମିଶ୍ର ପ୍ରତିକ୍ରୟାରେ କହିଛନ୍ତି ସିବିଆଇ ଟିମ୍ ରେଡ୍ କରିନାହିଁ, ସିସୋର ପ୍ରକଳ୍ପ ସମ୍ପର୍କ ରେ ପଚରାଉଚରା କରିଛି। ସିବିଆଇ ଟିମ୍ କିଛି ଦସ୍ତାବିଜ୍ ଚାହୁଁଛନ୍ତି । ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ରେ ସମସ୍ତ ଦସ୍ତାବିଜ୍ ଅଛି । ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ