Masthead

ବାଙ୍ଗଲାଦେଶୀ ଝିଅ ବାଲେଶ୍ୱରରେ ନିଜ ସ୍ୱାମୀଙ୍କୁ ଖୋଜିବା ଘଟଣା, ଥାନାରେ ଏତଲା ଦେଲେ ରୁମା ମ୍ୟାରିଆମ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବାଙ୍ଗଲାଦେଶୀ ଝିଅ ରୁମା ମ୍ୟାରିଆମ ବାଲେଶ୍ଵରରେ ଆସି ସ୍ୱାମୀଙ୍କୁ ଖୋଜିବା ଘଟଣା। ଦୀର୍ଘ ୫ ଦିନ ପରେ ନୂଆ ମୋଡ ନେଇଛି । ଗତକାଲି ରାତିରେ କମର୍ଦ୍ଦା ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି ରୁମା ମ୍ୟାରିଆମ । ରୁମା ପ୍ରଥମେ ଅଭିଯୋଗ କରିଥିଲେ ବୁଧ କୁସୁମୀ ଗ୍ରାମର ବୀରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କର ସ୍ୱାମୀ କିନ୍ତୁ ଲିଖିତ ଅଭିଯୋଗରେ ବୀରେନ୍ଦ୍ର ମୋର ସ୍ୱାମୀ ନୁହଁନ୍ତି ବରଂ ପ୍ରେମିକ ଥିଲେ ଲେଖିଛନ୍ତି। ତାଙ୍କ ସହିତ ଫେସବୁକରୁ ବନ୍ଧୁତା ହେଇଥିଲା ତାପରେ ପ୍ରେମ ହେଇଥିଲା । ପ୍ରେମିକ ବିରେନ୍ଦ୍ର ବିବାହର ପ୍ରତିଶ୍ରୁତି ଦେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବାର ଅଭିଯୋଗ କରୁଛନ୍ତି ରୁମା । ଅଭିଯୋଗ ପରେ କମର୍ଦ୍ଦା ଥାନାରେ କେସ ରୁଜୁ କରି ତଦନ୍ତ କରୁଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା