Masthead

ସିଏମ କୁହା ହୋଇଥିଲେ ନିଶ୍ଚିତ ବଡ଼ ଅପରାଧ ହୋଇ ଯାଇଥାନ୍ତା: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାୟକମାନଙ୍କର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି। ତା’ ସହିତ ନାଁ ଆଗରେ ମାନ୍ୟବର କୁହାଯାଉଛି। ଯେ କୌଣସି ଦଳର ବିଧାୟକ ହେଉ ନା କାହିଁକି, ନିଜର ମର୍ଯ୍ୟାଦା ରଖିବା ଦରକାର। ଦଳମତ ନିର୍ବିଶେଷରେ କୌଣସି ବିଧାୟକ କାହାକୁ ଚାକର କି କ୍ରୀତଦାସ କହିବା ବିଧାୟକମାନଙ୍କ ମର୍ଯ୍ୟାଦା ହନୀ ହେଉଛି। ତେଣୁଏଭଳି ଶବ୍ଦ କହିବା ଉଚିତ୍ ନୁହେଁ। ଜଣେ ବିଧାୟକ ନବରଙ୍ଗପୁର ଗସ୍ତରେ ଏମିତି କହିଛନ୍ତି । ତାକୁ ଆମେ ନିନ୍ଦା କରୁଛୁ। ସିଏମଓ ଅର୍ଥ ହେଲା ସିଏମଓ ଅଫିସ । ମାନେ ଅଫିସ୍ କଥା କୁହାଯାଇଛି । ସେଇଟା କିଛି କଥା ନୁହଁ । ସିଏମ କୁହା ହୋଇଥିଲେ ନିଶ୍ଚିତ ବଡ଼ ଅପରାଧ ହୋଇ ଯାଇଥାନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା