Masthead

ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ସରପଞ୍ଚଙ୍କୁ ନିର୍ଦ୍ଧୁମ ମାଡ଼

ବିଂଝାରପୁର (ବଡ଼ ଖବର ବ୍ୟୁରୋ):ସରପଞ୍ଚଙ୍କୁ ନିର୍ଦ୍ଧୁମ ମାଡ଼। ଏଭଳି ଘଟଣା ଦେଖାଦେଇଛି ବିଝାରପୁର ଭୋଦୁଅ ପଞ୍ଚାୟତରେ । ଭୋଦୁଅ ପଞ୍ଚାୟତର ସରପଞ୍ଚ ଦେବି ପ୍ରସାଦ ମିଶ୍ରଙ୍କୁ ମାଡମାରିଛନ୍ତି ସେହି ପଞ୍ଚାୟତ ଦୁଇ ଜଣ ବ୍ୟକ୍ତି, । କେବଳ ମାଡ ନୁହଁ ମାଡ ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି ।

 

ତେବେ କଣ ପାଇଁ ମାଡ ମାରିଛନ୍ତି ତାର କାରଣ ଏ ପର୍ୟ୍ୟନ୍ତ ଅସ୍ପଷ୍ଟ ଅଛି । ଭାଇରାଲ ହୋଇଥିବା ମାଡ ମରା ସମୟର ଭିଡ଼ିଓ ସହ ବିଂଝାରପୁର ଥାନାରେ ଏତଲା ଦେଲେ ସରପଞ୍ଚ ଦେବି ପ୍ରସାଦ ମିଶ୍ର । ଏତଲା ଅନୁଯାୟୀ ମାଡ ମାରୁଥିବା ଦୁଇ ଜଣ ବ୍ୟକ୍ତି ହେଲେ ପାର୍ଥସାରଥୀ ଜେନା ଓ ବିଭୁତି ଜେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ