Masthead

ଡିଆରଡିଓରେ ଗୁପ୍ତଚର, ହନି ଟ୍ରାପ ଲିଙ୍କ !

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଆରଡିଓ ତଥ୍ୟ ଲିକ୍ ସହ ହନି ଟ୍ରାପ୍ ଲିଙ୍କ୍ । ୪କର୍ମଚାରୀ ଗିରଫ ଘଟଣାରେ ନୂଆ ତଥ୍ୟ । ଘଟଣା ସହ ହନି ଟ୍ରାପ ଲିଙ୍କ୍ ଥିବା ସୂଚନା । ଜଣେ ମହିଳାଙ୍କ ସହ ଲିଙ୍କରେ ଥିଲେ ଅଭିଯୁକ୍ତ । ପାକିସ୍ତାନ ଆଇଏସଆଇକୁ ତଥ୍ୟ ଲିକ କରୁଥିଲେ ।

ମହିଳା ଜଣକ ଏକ ପାକିସ୍ତାନୀ ସଂସ୍ଥାର ଏଜେଣ୍ଟ । ତଥ୍ୟ ଲିକ ଘଟଣାରେ ଆଉ ଜଣେ ସଂପୃକ୍ତ । ଅଭିଯୁକ୍ତ ଜଣକ ଡିଆରଡିଓର ଜଣେ ଡ୍ରାଇଭର । ତାଙ୍କୁ ଚାନ୍ଦିପୁର ଥାନାରେ ଅଟକ ରଖି ପଚରାଉଚରା ଚାଲିଛି । ସେପଟେ ଆଜି ୪ ଜଣଙ୍କୁ କୋର୍ଟରେ ହାଜର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ